ମୁଖ୍ୟ ଅଭିଯୁକ୍ତଙ୍କ ଭାଇ ଗିରଫ, ମାହାଙ୍ଗା ଡବଲ୍ ମର୍ଡର ଘଟଣା
କଟକ : ମାହାଙ୍ଗାରେ ଡବଲ୍ ମର୍ଡର ଘଟଣା ଦେଖିବାକୁ ମିଲିଛି । ମୁଖ୍ୟ ଅଭିଯୁକ୍ତର ଭାଇ ଚୈତନ୍ୟ ସେଠୀ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ । ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ!-->…
Read More...
Read More...