Browsing Tag

cuttack news

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ବିଭିନ୍ନ ସ୍ଥାନରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ

କଟକ, (ଚକ୍ରବର୍ତ୍ତୀ ଓତା) : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ଓ ସମ୍ପର୍କ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ କିଶନନଗରରୁ ଶ୍ରୀ ରଥ ପୁଜାର୍ଚନାର ବିଧିବ୍ୟବସ୍ଥା ପରେ ଏହି…
Read More...

ମଣିମାଣିକର ୪୯ ତମ ବାର୍ଷିକ ଉତ୍ସବ : ଏଥର ହେବନି ଶିଶୁ ସମାବେଶ, ପ୍ରତିଯୋଗିତା

କଟକ, (ଚକ୍ରବର୍ତ୍ତୀ ଓତା) : ଓଡିଶାର ବହୁ ପରିଚିତ ଓ ପୁରାତନ ଶିଶୁ ଅନୁଷ୍ଠାନ "ମଣିମାଣିକ"ର ୪୯ ତମ ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କାର୍ୟ୍ୟକ୍ରମ ଆସନ୍ତା ଫେବୃଆରୀ ୧୩ ତାରିଖ ଶନିବାର ଦିନ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ । କରୋନା ମହାମାରୀ,…
Read More...

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ, (ଚକ୍ରବର୍ତ୍ତୀ ଓତା) : ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି । ଏହି ମହାଅଭିଯାନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସାମାଜିକ ସମରସତା ପ୍ରମୁଖ ସତ୍ୟନାରାୟଣ ମିଶ୍ରଙ୍କ ମାର୍ଗଦର୍ଶନରେ ଶ୍ରୀମତୀ…
Read More...

ଆଇପିଏଲ୍‌ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ : ଚଳିତ ବର୍ଷ ଆଇପିଏଲରେ ବିଡିଂ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ…
Read More...

ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ପ୍ରିମିୟର ସୋ : ଦଶ ମାସର ବ୍ୟବଧାନ ପରେ ରିଲିଜ…

କଟକ : ଦଶ ମାସର ବ୍ୟବଧାନ ପରେ ରିଲିଜ ହେଉଛି ଓଡିଆ ଫିଲ୍ମ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ…
Read More...

ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ପାଇଁ ବିଭିନ୍ନ ସ୍ଥାନରେ ନିଧି ସଂଗ୍ରହ ଓ ଶ୍ରୀରଥ ପରିକ୍ରମା

କଟକ, (କେପିଏନ୍‌ଏସ୍‌) : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ଓ ସମ୍ପର୍କ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ କିଶନନଗରରୁ ଶ୍ରୀ ରଥ ପୁଜାର୍ଚନାର ବିଧିବ୍ୟବସ୍ଥା ପରେ ଏହି…
Read More...

ବହୁ ଚ‌ର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା : ଅଭିଯୁକ୍ତ ପୁଞ୍ଜିଲାଲ‌ଙ୍କ ଜାମିନ ଶୁଣାଣି ଫେବୃଆରୀ ୧ରେ

କଟକ, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଉପରେ ଆସନ୍ତା ଫେବୃଆରୀ ୧ ତାରିଖ ଦିନ ଶୁଣାଣି କରାଯିବ । ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି…
Read More...

ହାର୍ଡକୋର୍‌ କୋଇଲା ଲୁଟ୍‌ ହେଉଥିବା ବେଳେ ଧରିଲା ଏସଟିଏଫ୍‌

କଟକ : ଏସଟିଏଫ ହାବୁଡରେ କୋଇଲା ଚୋର । କଟକ ଚୈାଦ୍ୱାର ଅଞ୍ଚଳରେ ଏସଟିଏଫ ବଡ ଧରଣର ଚଢାଉ କରି ଦାମୀ ହାର୍ଡକୋର କୋଇଲା ଜବତ କରିଛି । ଏସବୁ କୋଇଲା ଗୁଡିକୁ ବେଆଇନ୍‌ ଭାବେ ଡିପୋରେ ବାହାର କରାଯାଇ ପୁଣି ଓଦା କୋଇଲା ଲୋଡ୍‌ କରି ଦାମୀ ଲୋଡ୍‌ କରି ଚାଲାଣ କରାଯାଉଥିବା ସୂଚନା ମିଳିଛି । କୋଇଲା…
Read More...

ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୪୨ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

କଟକ : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶ ମୌଜ଼ାର ଛଅ ଗୋଟି ପଂଚାୟତରେ ନିଧି ସଂଗ୍ରହ ଓ…
Read More...

ପୋଲିସକୁ ମିଳିଲା ବଡ ସଫଳତା : ଜୁଏଲେରୀ ଶୋ’ରୁମରୁ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

କଟକ : ପୋଲିସକୁ ମିଳିଲା ବଡ ସଫଳତା ଡିସେମ୍ବର ୫ତାରିଖରେ ଜଗତପୁର ଅଂଚଳରେରେ ଥିବା ଏକ ଜୁଏଲେରୀ ଶୋ'ରୁମ ଚୋରୀ ଘଟଣାରେ ଅଭିଯୁ‌କ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏହି ଘଟଣାରେ ୪ଜଣ ଚୋର ଓ ଚୋରି ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ କେଜି ରୁପା, ୩୮୫ ଗ୍ରାମ…
Read More...