କଟକ କଲେଜ ଛକରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ
କଟକ : କଟକ କଲେଜଛକରେ ଦୋକାନ ତଥା ବସ୍ତି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବିଶେଷତଃ କଲେଜ ଛକ ସି.ଡି.ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ୟ୍ୟନ୍ତ ମହାନଗର ନିଗର ଏବଂ ଏନ୍ଫୋର୍ସମେଣ୍ଟ ସ୍କୱାଡରର ମିଳିତ ଚଢ଼ାଉରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଆଜି ସକାଳୁ!-->…
Read More...
Read More...