ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ : ୨୭୦ ଗ୍ରାମ ବ୍ରାଉନସୁଗାର ଜବତ
କଟକ : ଦିନକୁ ଦିନ ବଢିବାରେ ଲାଗୁଛି ଧଳାଜହର କାରବାର ବେଳେ ଆଜି ପୁଣି କଟକ ଜଗତପୁର ଥାନା ପୋଲିସ ଜଗତପୁର ଅଞ୍ଚଳରେ ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଜବତ ହୋଇଥିବା!-->…
Read More...
Read More...