ଗ୍ରାମଞ୍ଚଳ ପ୍ରତିଭାର ବିକାଶ ଆମ ପରିଷଦର ମୁଖ୍ୟ ଲକ୍ଷ୍ୟ : କରୋନା ଯୋଦ୍ଧା ଅଭିରାମ ସାହୁ
କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ଅନ୍ତର୍ଗତ କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ"ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର,ପତ୍ରପତ୍ରିକା ଉନ୍ମୋଚନ ହୋଇଯାଇଛି । ପ୍ରଥମ ଉଦଘାଟନୀ!-->…
Read More...
Read More...