Browsing Tag

cuttack news

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

କଟକ, (ଚକ୍ରବର୍ତୀ ଓତା) : କଟକସଦର ତଥା ୪୨ମୌଜାସ୍ଥ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବର୍ଷିୟାନ ଗାନ୍ଧିବାଦୀ ନେତା, ସମାଜସେବୀ, ବାଗ୍ମୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପଟଣାସ୍ଥିତ ଆନନ୍ଦ ନୃସିଂହ ସ୍ମୃତି ଭବନ ଠାରେ
Read More...

କିନ୍ନର ହତ୍ୟାକାରୀ ପ୍ରେମିକ ଗିରଫ

କଟକ : କିନ୍ନର ସହ ପ୍ରେମ ହେବା ପରେ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ । କିନ୍ତୁ ନିଷ୍ଠୁର ପ୍ରେମିକ କି‌ନ୍ନର‌ଙ୍କୁ ହତ୍ୟା କରିବା ପରେ ପୋଲିସ ‌ଦ୍ୱାରା ଗିରଫ୍‌ ହୋଇଥିବା ସୂଚନା ମିଳିଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କୋଇଲା ଡିପୋ ଡଂପ ୟାର୍ଡରେ ଏଭଳି ଏକ ଘଟଣା ଘଟିଥିବା
Read More...

ମା’ ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ପକ୍ଷରୁ ରାତ୍ରି କାଳୀନ କବେଇଦେଇ ପ୍ରିମିୟମ ଲିଗ ଉଦ୍‌ଯାପିତ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବାରଦା ଗ୍ରାମ କବେଇସାହି ସ୍ଥିତ ମା' ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟ ଏବଂ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ" ସଂଯୋଜନାରେ ଏକ ରାତ୍ରିକାଳୀନ କବେଇଦେଇ ପ୍ରିମିୟମ ଲିଗ ମା' ଅମ୍ବିକେଶ୍ୱରୀ ଖେଳ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜାର ବହୁ ଧାର୍ମିକ ପୀଠରେ ହନୁମାନ ଚାଳିଶା ପାଠ

କଟକ, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ପବିତ୍ର ପଣାସଂକ୍ରାନ୍ତି ଓ ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ବୟାଳିଶମୌଜା ଉପକଣ୍ଠ କଳପଡା ପଂଚାୟତର କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣ, କୂଳସରିଚୁଆଁ ପଂଚାୟତର ନୀଳକଣ୍ଠନାଥ ମନ୍ଦିର,
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବୀପତ୍ର ପ୍ରଦାନ

କଟକ, (ଚକ୍ରବର୍ତ୍ତୀ ଓତା) : ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ଲାଗୁ ହେବାର ପ୍ରତିବାଦରେ ଏକ ଦାବୀପତ୍ର କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ୟ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି ବିଦ୍ୟୁତ ବିଭାଗ ଉପ ମଣ୍ଡଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅଗ୍ରଣୀ
Read More...

ଶିଶୁ ଚିତ୍ରଶିଳ୍ପୀ ଲଳିତ ନାରାୟଣ ସ୍ୱାଇଁ ସମ୍ବର୍ଦ୍ଧିତ

କଟକ, (ଚକ୍ରବର୍ତ୍ତୀ ଓତା) : ୱେବ ଚେନାଲ ଉତ୍କଳ ନ୍ୟୁଜର ପ୍ରଥମ ସ୍ଵନକ୍ଷେତ୍ର ଦିବସ -୨୦୨୧ ଚୌଦ୍ୱାର ଗାନ୍ଧୀଛକ ପୌର ଟାଉନହଲ ଠାରେ ଅନୁଷ୍ଟିତ ହୋଇ ବିଭିନ୍ନ ପ୍ରତିଭାଙ୍କ ସହ ଚିତ୍ରକଳା ତଥା ଶିକ୍ଷା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ସଦର କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା
Read More...

କନ୍ଦରପୁରରେ ‘ସରସ୍ୱତୀ କଳା ପରିଷଦ’ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ଅନ୍ତର୍ଗତ କଳାବିହାର, କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି)ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର, ପତ୍ରପତ୍ରିକା ଉନ୍ମୋଚନ ହେବା ସହ
Read More...

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ କନ୍ଦରପୁର ଥାନାରେ ଉତ୍କଳ ବିକାଶ ପରିଷଦର ଦାବୀପତ୍ର

ସାଧାରଣ ଜନତାଙ୍କୁ ନ୍ୟାୟ ଦାବୀରେ ଆମେ ପ୍ରତିଶ୍ରୁତିବଦ୍ଧ : ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଘଟଣାର ପ୍ରତିବାଦ ତଥା ଏହି ନିନ୍ଦନୀୟ କାର୍ୟ୍ୟକୁ ଦୃଢ ବିରୋଧ କରି
Read More...

କଟକ ସଦରର ବିଭିନ୍ନ ଧାନମଣ୍ଡି (ସୋସାଇଟି)ରେ ଅନିୟମିତତା ଅଭିଯୋଗ

କଟକ, (ଚକ୍ରବର୍ତ୍ତୀ ଓତା) : ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଧାନର ଅଭାବି ବିକ୍ରି ଏବଂ କଟକ ସଦର ବ୍ଲକ କନ୍ଦରପୁର ସୋସାଇଟିରେ ଧାନ ସଂଗ୍ରହ ନେଇ ଅନିୟମିତତା ଆଦି ବିଭିନ୍ନ ସମସ୍ୟାର ପ୍ରତିବାଦରେ ମହାସଂଘର ରାଜ୍ୟ ସଭାପତି ଯୁବ ସଂଗଠକ ସଚିନ ମହାପାତ୍ର, କଟକ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା

କଟକ, (ଚକ୍ରବର୍ତ୍ତୀ ଓତା) : ସବୁବେଳେ ସ୍ଥାନୀୟ ବାସୀନ୍ଦାଙ୍କୁ ଅନନ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ତତ୍ପରଥିବା ତଥା କରୋନା ଯୋଦ୍ଧା ଭାବେ ସୁପରିଚିତ କଟକ ସଦର ବ୍ଲକ କିଶନନଗର ଥାନା ଅଧିକାରୀ ବାମଦେବ ସ୍ୱାଇଁ ଏବଂ ତାଙ୍କ କର୍ତ୍ତବ୍ୟରତ ସୁରକ୍ଷା କର୍ମଚାରୀବର୍ଗଙ୍କୁ କଟକ ସଦର
Read More...