ଦେଶରୁ କରୋନା ନିରାକରଣ ପାଇଁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମୂହ ଦୀପଦାନ
କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍ରେ ସଂଧ୍ୟା ୭ଘଟିକା ସମୟରେ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମରେ ଥିବା ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଅନୁଷ୍ଠାନର ସଭାପତି ଶ୍ରମିକ ନେତା ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳଙ୍କ!-->…
Read More...
Read More...