jsm

ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ଦେହାନ୍ତ

csstore

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ହଳଦିଆ ପଞ୍ଚାୟତ ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ସରପଞ୍ଚ ସୁମିତ୍ରା ଖୁଣ୍ଟିଆ, ସମିତ ସଭ୍ୟ ଶିବ ନାରାୟଣ ଓଝା, ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମଲିକ, ଯୁବ ବିଜେଡି କାର୍ୟ୍ୟକାରୀ ସଭପତି ହେମନ୍ତ ପଧାନବୈକୁଣ୍ଠ ସ୍ୱାଇଁ, ରମେଶ ଚନ୍ଦ୍ର ମୁଦୁଲି, ବିରଞ୍ଚି ନାରାୟଣ ଘଡେଇ, ଗୌରାଙ୍ଗ ପୃଷ୍ଟି, ଲିପୁ ରଥ, ଅକ୍ଷୟ ବାରିକ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.