Browsing Tag

cuttack news

ଯଶୋବନ୍ତଙ୍କ ପ୍ରୟାସରେ ଥଇଥାନ ହେଲେ ଅନାଥ ପୂଜାରାଣୀ

କଟକ : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ୱର୍ଗତ ଗୋଲକ ପ୍ରତିହାରିଙ୍କ ସ୍ତ୍ରୀ ଶାନ୍ତିଲତା ପ୍ରତିହାରିଙ୍କ ଅକାଳରେ ପରଲୋକ ଘଟିବା ପରେ ତାଙ୍କର ଦୁଇ କଅଁଳ ଛୁଆ ୧୦ବର୍ଷର ଝିଅ ପୂଜାରାଣୀ ଓ ୨୨ ବର୍ଷର ପୁଅ ଭାଗିରଥି ଅନାଥ ହୋଇଗଲେ । ସୂଚନାରୁ ପ୍ରକାଶ ଯେ, ବାଲିଝରି
Read More...

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା "ଶ୍ୟାମଳ ସୁବର୍ଣ୍ଣ"ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ୍‌ ପାଠକୀୟ ସ୍ୱୀକୃତି ଲାଭ କରିଛି । ୨୦୧୮ ମସିହାରୁ ପ୍ରକାଶିତ ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ
Read More...

ସମାଜସେବୀଙ୍କ ଉଦ୍ୟମ କ୍ରମେ କରୋନାରେ ମୃତ ବ୍ୟକ୍ତିଙ୍କ ଅସହାୟ ପରିବାରକୁ ମିଳିଲା ସହାୟତା

କଟକ : କଟକ ରାଜେନ୍ଦ୍ର ନଗର ବାସିନ୍ଦା ଅଶୋକ ମିଶ୍ର ଗତବର୍ଷ ଅକ୍ଟୋବର ମାସ ୧୪ ତାରିଖ ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଅଶୋକ ଥିଲେ ଏହି ପରିବାର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତି । ଅଶୋକଙ୍କ ପରିବାର କହିଲେ ବାପା, ମା', ସ୍ତ୍ରୀ ଓ ୨ଝିଅ ରୀତିକା ଓ ଅଦିତି ସବୁଠାରୁ ଦୁଃଖର
Read More...

ସାରସ୍ୱତ ସାଧକ ପ୍ରେମାନନ୍ଦ ବେହେରାଙ୍କ ବିୟୋଗରେ ଶୋକ

କଟକ : କଟକ ସଦର ବୟାଳିଶମୌଜା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ କଳାକାର ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ, ସୁଲେଖକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ବରାଳ ମା'ନାରାୟଣୀ କାଳୀପୂଜା
Read More...

ସମାଜସେବୀଙ୍କ ଟ୍ୱିଟ ପରେ ପ୍ରହଲ୍ଲାଦଙ୍କ ପାଖକୁ ପହଁଚିଲେ ମେଡିକାଲ ଟିମ

କଟକ : ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଉମର ଗାଁର ବେହେରାସାହିର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଝିଅ ନ ପଚାରିବାରୁ ଗାଁ ନିକଟର ବାଲିଆଚକା ବଜାରରେ ଥିବା ଏକ ଚାଲ ଛପର ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ । ଗାଁ ଲୋକେ ଯେତେବେଳେ ଯାହା ଦେଉଥିଲେ ତାହାକୁ ଖାଉଥିଲେ ନଚେତ ଉପାସରେ ରହୁଥିଲେ । ତେବେ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଓଭରବ୍ରିଜ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ଜାତୀୟ ରାଜପଥ ସଂଖ୍ୟା ୫୫ ନିର୍ମାଣ କାର୍ଯ୍ୟ ବହୁତ ଦିନ ହେବ ହୋଇନପାରି ପଡି ରହିଛି ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ବ୍ଲକ୍‌ ଅର୍ନ୍ତଗତ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମର ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ଭବନରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକରେ ଏକ ସ୍ମୃତିଚାରଣ ସଭା
Read More...

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଯଶୱନ୍ତ ଜେଠୱା

କଟକ : ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି
Read More...

କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା : ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ : କମିଶନରେଟ ପୋଲି୍ସକୁ ମଳିଛି ବଡ ସଫଳତା । ଗୋଟିଏ ଟ୍ରକରୁ ୫୬୦ କେଜି ଗଞ୍ଜାଇ ଜବତ କରିଛି । ଜବତ ଗଞ୍ଜାଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ସୂଚନା ଅନୁସାରେ, ଗତକାଲି କଟକର ମହାନଦୀ ବ୍ରିଜ୍ ଉପରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇବା ବେଳେ
Read More...

ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ଦେହାନ୍ତ

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ହଳଦିଆ ପଞ୍ଚାୟତ ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ସରପଞ୍ଚ ସୁମିତ୍ରା ଖୁଣ୍ଟିଆ, ସମିତ ସଭ୍ୟ ଶିବ ନାରାୟଣ
Read More...