Browsing Tag

cuttack news

ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ

କଟକ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାଲେଶ୍ଵରର ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କୋଶଳ ସାରଥି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଗାନ୍ଧିବାଦୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ…

କଟକ, (କେପିଏନ୍‌ଏସ୍‌) : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଏବଂ ସମାଜସେବୀ ନାଟ୍ୟକାର ସ୍ୱର୍ଗତଃ ନୃସିଂହଚରଣ ଦାସ, ଚିତ୍ରଶିଳ୍ପୀ ଓ ସମାଜସେବୀ ଓ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ
Read More...

ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର ଗିରଫ

କଟକ : ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର ଗିରଫ ହୋଇଥିବା ଜଣାପଡିଛି । ଓଡିଶା ଏସ୍‌ଟିଏଫ୍‌ ରାଜସ୍ଥାନ ପୋଲିସର ସହାୟତାରେ ସ୍ଥାନୀୟ ଯୋଦ୍ଧପୁରରୁ ଏହି କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାରକୁ ଗିରଫ କରିଛି । ଆଜବାହାରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର
Read More...

ଏଣିକି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିବ ସ୍ଥାୟୀ ଲୋକ ଅଦାଲତ

କଟକ : ଓଡ଼ିଶା ହାଇକୋର୍ଟରେ ଏଣିକି ସ୍ଥାୟୀ ଲୋକ ଅଦାଲତ କାର୍ଯ୍ୟ କରିବ ବୋଲି ଜଣାପଡିଛି । ଏହି ଲୋକ ଅଦାଲତରେ ହାଇକୋର୍ଟର ଅବସରପ୍ରାପ୍ତ ଦୁଇ ଜଣ ବିଚାରପତି ଜଷ୍ଟିସ୍‌ ଜେ.ପି. ଦାସ ଏବଂ ବିଚାରପତି ଜଷ୍ଟିସ୍‌ ଏ.କେ. ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ପାଇଁ ଦୁଇଟି
Read More...

ଇନ୍ସପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପାଇଲେ ୧୧୭ ଏସ୍‌ଆଇ, ବଦଳି ବିଜ୍ଞପ୍ତି ବାହାରିଲା

କଟକ : ରାଜ୍ୟ ପୁଲିସ ବାହିନୀର କାର୍ଯ୍ୟରତ ୧୧୭ ଜଣ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ପଦୋନ୍ନତି ପାଇଥିବା ନବନିଯୁକ୍ତ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ ପୁଲିସ୍‌ ଜିଲ୍ଲା, ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ବଦଳି କରାଯାଇଥିବା
Read More...

ସାଇବର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

କଟକ, (କେପିଏନ୍‌ଏସ୍‌) : କଟକ କନ୍ଦରପୁର ଥାନାର ତତ୍ତ୍ଵାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସବୁଠାରୁ ବଡ଼ କଥା
Read More...

ବୟାଳିଶମୌଜାରେ ମନୁଷ୍ୟ ଗୌରବ ଦିବସ ପାଳିତ

କଟକ : କଟକ ସଦର ବୟାଳିଶମୌଜାରେ ସମାଜ ସଂସ୍କାରକ ପାଣ୍ଡୁରଙ୍ଗ ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ଅକ୍ଟୋବର ୧୯କୁ ମନୁଷ୍ୟ ଗୌରବ ଦିବସ ଭାବେ ପାଳନ କରାଯାଇଛି । ସ୍ୱାଧ୍ୟାୟ ପରିବାର ପକ୍ଷରୁ ବୟାଳିଶମୌଜାର ବିଭିନ୍ନ ଗ୍ରାମ, ଶ୍ରୀରାମ ସିଦ୍ଧେଶ୍ୱର ପୀଠ ଓ ଦଧିବାମନପୁର ମା'ଭୁଆସୁଣୀ
Read More...

ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ଶାନ୍ତି ପ୍ରାର୍ଥନା

କଟକ : ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ରୁମାନ ଟେକ୍ନୋଲୋଜି ପ୍ରା.ଲି . ସି.ଡି.ଏ, କଟକ, ଡିଡିୟୁ-ଜିକେୱାଇର ଛାତ୍ର-ଛାତ୍ରୀ ଓ କର୍ମକର୍ତ୍ତା ବୃନ୍ଦଙ୍କ ଦ୍ୱାରା ମହମବତୀ ଅର୍ପଣ ସହିତ ଶାନ୍ତି ପ୍ରାର୍ଥନା କରାଯାଇଛି ।
Read More...

ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ଠାରେ ଗତକାଲି ଦନ୍ତା ହାତୀ ଉଦ୍ଧାରରେ ନିୟୋଜିତ ହୋଇଥିବା ବୋଟ ଓଲଟିପଡିବାରୁ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଓଡ୍ରାଫ କର୍ମଚାରୀ ହେଲେ ସୀତାରାମ ମୁର୍ମୁ । ଏନେଇ ଏସ୍‌ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Read More...

ଅରିଲୋରେ କରୋନା ଟୀକାଦାନ କାର୍ଯ୍ୟକ୍ରମ ବନ୍ଦ ହୀନ ଚକ୍ରାନ୍ତ ନେଇ ସାଧାରଣରେ ଅସନ୍ତୋଷ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ, ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ ଭାକ୍ସିନ୍ ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ମାନେ ସିଡିଏମୋ,
Read More...