pr

ସର୍ବ ପ୍ରଥମ କରୋନା ଟୀକା ନେଲେ ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ

dr. purohit

କଟକ : କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କରୋନା ଟୀକାଦାନ କାର୍ୟ୍ୟକ୍ରମରେ ପ୍ରଥମ ଦିନରେ ୯୨ ଜଣ ଆଉ ଦ୍ୱିତୀୟ ଦିନରେ ୧୧୦ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଅଶାକର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ପ୍ରଥମ କରୋନା ଟୀକା ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ ନେଇଥିବା ବେଳେ ବେଣ୍ଟକାର-୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ, ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି, ସ୍ୱାସ୍ଥ୍ୟ ପରିଦର୍ଶକ ନିଗମାନନ୍ଦ ମହାନ୍ତି, ସ୍ୱାସ୍ଥ୍ୟକର୍ମୀ ରଂଜିତା ସ୍ୱାଇଁ, ଜିନୁବାଳା ସାମନ୍ତରାୟ, ଶିବାନୀ ବୋଷ, ଭାରତୀ ଦାଶ, ବେଲାରାଣୀ କୁଅଁର, ରତ୍ନମଞ୍ଜରୀ ଆଚାର୍ୟ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା, ପ୍ରତାପ ସେଠୀ, ବିକାଶ ନାୟକ, ଫର୍ମାସିଷ୍ଟ ଦେବରାଜ ବିଶ୍ୱାଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.