Browsing Tag

bramhapur news

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ୱ- ଫିଜିଓଥେରାପି ଦିବସ ପାଳିତ

​ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୁଧବାର "ବିଶ୍ୱ ଫିଜିଓଥେରାପି ଦିବସ" ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସାଧାରଣ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିୟମିତ ଶାରୀରିକ ବ୍ୟାୟାମର ଗୁରୁତ୍ୱ ସମ୍ପର୍କରେ…
Read More...

ଗଣେଶ ପୂଜା ଓ ପାର୍ବଣଋତୁ ପାଇଁ କଟକଣା ଜାରି କଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗଣେଶ ପୂଜା ଓ ପାର୍ବଣ ଉତ୍ସବ ପାଳନ ପାଇଁ ଗଞ୍ଜାମ ପୋଲିସ ପ୍ରଶାସନ କେତେକ କଟକଣା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି.ଙ୍କ ନିର୍ଦ୍ଦେଶରେ ଲାଗୁ ହୋଇଥିବା କେତେକ କଟକଣା ଓ ନିୟମାବଳୀ ସମ୍ବନ୍ଧରେ…
Read More...

ଦିଗପହଣ୍ଡି ବ୍ଲକ କଇଠଖଣ୍ଡିରେ କଂଗ୍ରେସ ବିଏଲଏ-୨ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼ । ମୋଟ ବୁଥ୍‌ର ୨୦୦ରୁ ଅଧିକ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ…
Read More...

ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ଅଶୋକ ସ୍ତମ୍ଭ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ବୃହତ୍ତମ ଜିଲ୍ଲା ହେଡ କ୍ୱାର୍ଟର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସଦର ଦପ୍ତରାଞ୍ଚଳକୁ ଅଧିକ ସୌନ୍ଦର୍ଯ୍ୟକରଣରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଭାବେ ଅଶୋକସ୍ତମ୍ଭ ସ୍ଥାନ ପାଇଛି । ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖସ୍ଥ ଛକରେ ନୂତନ…
Read More...

ହେଲମେଟ୍ ପିନ୍ଧିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସାଧୁବାଦ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଡ଼କରେ ସୁରକ୍ଷିତ ଯାତାୟାତ ପାଇଁ ହେଲମେଟ୍ ପିନ୍ଧିବା ନେଇ ଛତ୍ରପୁର ପୋଲିସ ପକ୍ଷରୁ ନିଆରା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ନିୟମ ଭାଙ୍ଗିଥିବା ଚାଳକଙ୍କୁ କେବଳ ତାଗିଦ ନୁହେଁ, ନିୟମ ମାନୁଥିବା ଚାଳକଙ୍କୁ ଗୋଲାପଫୁଲ ଦେଇ ସାଧୁବାଦ ଜଣାଇଛି…
Read More...

ମା’ ମହୁରୀ କାଳୁଆ ପୀଠରେ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ବିଏଲଏ-୨ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼ । ମୋଟ ବୁଥ୍‌ର ୮୦%ରୁ ଅଧିକ କଭର କରି ୨୦୦ରୁ ଅଧିକ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଅ । ଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ…
Read More...

ଆଇ.ଆର.ଇ.ଏଲ୍.ରେ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ମାଟିଖାଲ ଠାରେ ଅବସ୍ଥିତ ଭାରତୀୟ ବିରଳ ମୃତ୍ତିକା ଆଇ.ଆର.ଇ.ଏଲ୍.(ଇଣ୍ଡିଆ)ରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ଉପଦେଷ୍ଟା ତଥା ସରକାରୀ ଓକିଲ ବ୍ରଜ ମୋହନ ଆଚାର୍ଯ୍ୟ, ସହ ସମ୍ପାଦକ ମନୋରଞ୍ଜନ…
Read More...

ରୋଟାରୀ ଇଷ୍ଟ ପକ୍ଷରୁ ୬୦ ଜଣ ଶିକ୍ଷକ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗୁରୁ ଦିବସ ଅବସର ରୋଟାରୀ କ୍ଲବ୍ ଅଫ୍ ବ୍ରହ୍ମପୁର ଇଷ୍ଟ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ୬୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେସନ ବିଲ୍ଡର ସମ୍ମାନରେ ସମ୍ମାନିତ କରାଯାଇଛି । କ୍ଲବର ଧର୍ମ ନଗରସ୍ଥିତ କମ୍ୟୁନିଟି ହଲ୍ ଠାରେ…
Read More...

ଗେଦଲପଲ୍ଲୀ ସ୍କୁଲରେ ଗୁରୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗେଦଲପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଳା ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ…
Read More...

ପିଏମ୍‌ଶ୍ରୀ ଅନସ୍ଲୋ ହାଇସ୍କୁଲରେ ପବିତ୍ର ଗୁରୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପିଏମ୍‌ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଉକ୍ତ ବିଦ୍ୟାଳୟର…
Read More...