Browsing Tag

bramhapur news

ଜନ୍ମାଷ୍ଟମୀରେ ‘ସିଏମ୍ କିଷାନ’ ଯୋଜନାରେ ଗଞ୍ଜାମର ୨.୩୯ ଲକ୍ଷ ଚାଷୀ ପରିବାରଙ୍କ ଖାତାକୁ ଗଲା ୪୮.୨୧ କୋଟି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ଅନ୍ନଦାତା ଚାଷୀ ପରିବାରଙ୍କୁ ମିଳିଛି ଆର୍ଥିକ ସହାୟତା । ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତିରେ ଜିଲ୍ଲାର ୨ ଲକ୍ଷ ୩୯ ହଜାର ୨୨୨ ଚାଷୀ ପରିବାରଙ୍କୁ ମୋଟ ୪୮…
Read More...

ବ୍ରହ୍ମା କୁମାରୀ ଈଶ୍ୱରୀୟସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ…
Read More...

ଚାକିରୀ କରାଇଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ୪ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାକିରୀ କରାଇଦେବା ଆଳରେ ଟଙ୍କା ଲୁଟି ନେଉଥିବା ଅଭିଯୋଗରେ ୪ଜଣ ଠକ କୁ ଛତ୍ରପୁର ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ତିନୋଟି ମୋବାଇଲ୍ ଫୋନ୍, ଟି.ଭି.ଏସ. ମୋଟର ସାଇକେଲ ସହ ୨୫ ହଜାର ଟଙ୍କା ନଗଦ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ,…
Read More...

ତିରୁପତି ମନ୍ଦିର ଅଧିକାରୀଙ୍କ ଘରୁ କୋଟି କୋଟିର ସମ୍ପତ୍ତି ଜବତ

୨ କେଜି ସୁନା, ୬.୫ କେଜି ରୂପା ସହ ୧୨ ଲକ୍ଷ ନଗଦ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିରୁମାଲା ତିରୁପତି ବାଲାଜୀ ସ୍ୱାମୀଙ୍କ ସୁନା ରୂପା ଅଳଙ୍କାର ସହ କୋଟି କୋଟି ଟଙ୍କାର ସମ୍ପତ୍ତି ମନ୍ଦିର ଅଧିକାରୀଙ୍କ ଘରୁ ଜବତ କାଲା ଆନ୍ଧ୍ର ପୋଲିସ । ଘଟଣା ରୁ ପ୍ରକାଶ ଯେ, ବୁଧବାର…
Read More...

ଋଷିକୁଲ୍ୟା ନଦୀଗଣ୍ଡରେ ବୁଡ଼ି ଯୁବକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଶିକିରି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଋଷିକୁଲ୍ୟା ନଦୀ କୂଳରେ ଗଭୀର ବାଲି ଗର୍ତ୍ତରେ ଅତଡ଼ା ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ବ୍ରହ୍ମପୁରର ୨୬ ବର୍ଷୀୟ…
Read More...

ବ୍ରହ୍ମପୁର ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁର ସ୍ଥିତ ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର…
Read More...

ଜାମ୍ମୁକାଶ୍ମୀରରେ ପଥର ଅତଡ଼ା ଖସି ପୂର୍ବତନ ସରପଞ୍ଚ ଆର. ହିମାଂଶୁଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଆର. ହିମାଂଶୁ ପ୍ରସାଦ ରାଓ ଓରଫ ଟୁନା ବାବୁଙ୍କ ଅକାଳ ବିୟୋଗ ଘଟିଛି । ସେ ଜାମ୍ମୁ-କାଶ୍ମୀର ଯାଇଥିଲେ, କାରରେ ଯାଉଥିବା ବେଳେ ଅଘଟଣ ଘଟିଛି…
Read More...

ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ସଂସ୍କୃତ ସପ୍ତାହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱସ୍ତରରେ ସଂସ୍କୃତ ସପ୍ତାହ ପାଳନ କରାଯାଉଥିବା ବେଳେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ଉଚ୍ଚବିଦ୍ୟାପୀଠରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି । ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ…
Read More...

ଛତ୍ରପୁର ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ବିଜେପିରେ ମିଶିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଛତ୍ରପୁର ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଛତ୍ରପୁର କାଉନସିଲର ସଦସ୍ୟ ସଦସ୍ୟାଗଣ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଜଣାପଡ଼ିଛି । ଏମାନଙ୍କ…
Read More...

ନିମନ୍ତ୍ରଣ କ୍ରମେ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଲୋକ କଳାକାର ଟିମ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭାବ…
Read More...