Browsing Tag

bramhapur news

ଖଲ୍ଲିକୋଟର ଭିନ୍ନକ୍ଷମ ବଳରାମ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦ୍ୱାରସ୍ଥ

ବ୍ରହ୍ମପୁର,(କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବକ ବଳରାମ ବେହେରା (୪୫) ଙ୍କର ଦୁଇଟି ଗୋଡ଼ ଜନ୍ମରୁ ନାହିଁ । ଡ଼ଃ ଏ.ପି.ଜେ. ଅବଦୁଲ କାଲାମ୍ ଚାରିଟେବୁଲ୍ ଟ୍ରଷ୍ଟ ଜନକଲ୍ୟାଣକାରୀ ସଂସ୍ଥାର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ
Read More...

ନୂତନ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଭାବେ ଗଞ୍ଜାମ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନ୍ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଏଠାରେ ତାଙ୍କରି କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଆରାଧ୍ୟଦେବୀ ତଥା ବିଶ୍ଵବନ୍ଦନୀୟା ମା' ତାରାତାରିଣୀଙ୍କ ପ୍ରଥମେ ଦର୍ଶନ
Read More...

ମିଳିତ ଜନଶୁଣାଣୀ ଶିବିରରେ ଯୋଗଦେଲେ ନୂତନ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଭାବେ ଅବସ୍ଥାପିତ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସଂଗଠିତ ଜିଲ୍ଲାପାଳଙ୍କ ମିଳିତ
Read More...

ଶେରଗଡ଼ ବ୍ଲକରେ ମହିଳା ବିଡିଓ ତୃପ୍ତିମୟୀ ଜେନାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ପ୍ରଥମ ଥର ପାଇଁ ଜଣେ ମହିଳା ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ତୃପ୍ତିମୟୀ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କରି ଯୋଗଦାନରେ ଶେରଗଡ
Read More...

ଅଶାନ୍ତ ଗଞ୍ଜାମ ଜିଲ୍ଲା : ଦୁର୍ବୁତ୍ତଙ୍କ ଦ୍ଵାରା ପୁଣି ୩ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିଦିନ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ବିବାଦ ସହ ହଣାମରା ଓ ଗୁଳିକାଣ୍ଡ ଘଟୁଛି, ବୋମା ଫୁଟୁଛି । ଯାହା ଫଳରେ ଅଶାନ୍ତ ହୋଇପଡ଼ିଛି, ସମଗ୍ର ଗଞ୍ଜାମ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ
Read More...

ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ନବାଗତ ବିଦ୍ୟାର୍ଥୀଙ୍କ ନିମନ୍ତେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ମହାବିଦ୍ୟାଳୟର ଅଧ୍ୟୟନରତ ବିଜ୍ଞାନ ଓ କଳା ଶ୍ରେଣୀର
Read More...

ବୁଗୁଡ଼ା-ବାଲିପଦର : ବାଇକରୁ ଖସି ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାରେ ବାଇକରୁ ଖସିପଡି ଜନୈକା ଅବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ମହିଳା ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ହଂସରାଳି ଗ୍ରାମର ଆରତୀ ମହାରଣା (୪୨) । ଏ ନେଇ ବୁଗୁଡା ଥାନାରେ କେସ୍ କେସ ନଂ.
Read More...

ଜଗନ୍ନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର
Read More...

ସହମତି କ୍ରମେ ଶାରୀରିକ ସମ୍ପର୍କର ବୟସ ୧୬ ବର୍ଷ ନିର୍ଣ୍ଣୟ କରାଯାଉ’ : ସୁପ୍ରିମକୋର୍ଟଙ୍କୁ ଆମିକସ୍ କ୍ୟୁରୀଙ୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନ ଯୁଗରେ ପ୍ରେମ କରିବା ଅବା ଭଲ ପାଇ ବାହା ହେବା ଉଦ୍ଦେଶ୍ୟରେ କିଶୋର କିଶୋରୀ ନିର୍ଣ୍ଣୟ ନେବାରେ ଖୁବ୍ ଦକ୍ଷତା ରହିଛି । ସେମାନେ ନିଜର ଦାୟିତ୍ୱକୁ ବୁଝିବାକୁ ସମର୍ଥ । ତେଣୁ ସହମତିରେ ଶାରୀରିକ ସମ୍ପର୍କ ପାଇଁ ଆଗତ ବୟସକୁ ୧୮ ବର୍ଷ ବୟସ
Read More...

ଛତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ : ୩୦୦ ପ୍ରକଳ୍ପ ପ୍ରଦର୍ଶିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶନିବାର ଆୟୋଜିତ ହୋଇଥିଲା । ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ରୂପେ ଗୋପାଳପୁର ପୋର୍ଟ ସାମାଜିକ କଲ୍ୟାଣ ଅଧିକାରୀ ଦେବଦତ୍ତ
Read More...