Browsing Tag

bramhapur news

ରାମଚଣ୍ଡୀ ପୀଠରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକର କରପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ନିଳାଦ୍ରୀପୁର ପାହାଡ଼ ଶିଖରରେ ବିରାଜମାନ କରିଥିବା ମା' ରାମଚଣ୍ଡୀଶକ୍ତି ପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି । ୧୬ ଦିନ ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଗୁରୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ହୁମ୍ମା ସ୍ଥିତ ବୀରଭଦ୍ର ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଗୁରୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସ ସର୍ବତ୍ର ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଗୁରୁ ଦିବସ ସମାରୋହ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନୀତ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲା ସଦର ମହକୁମା
Read More...

ଟାଙ୍ଗଣାପଲ୍ଲୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୦ତମ ଆଞ୍ଚଳିକ ଗୁରୁ ପୂଜନ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ହରାଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଞ୍ଚଳିକ ସ୍ତରୀୟ ୨୦ତମ ଗୁରୁପୂଜନ ସମାରୋହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟାଙ୍ଗଣା ପଲ୍ଲୀ ଅଂଚଳର ବିଭିନ୍ନ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ତଥା
Read More...

ଗଣଦୌଡ଼ ମାଧ୍ୟମରେ ଜିଲ୍ଲାସ୍ତରୀୟ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏମ୍ .କେ. ସି .ଜି ପରିସରରୁ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗଂଜାମ
Read More...

ହନୁମାନ ମନ୍ଦିରରୁ ଚୋରୀ ହୋଇଥିବା ସ୍ଵର୍ଣ୍ଣ ଗଦା ଜବତ କରି କମିଟୀକୁ ପୋଲିସର ହସ୍ତାନ୍ତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଏକ ହନୁମାନ ମନ୍ଦିରରୁ ଚୋରୀ ହୋଇଥିବା ହନୁମାନଙ୍କ ୪.୫ କିଲୋଗ୍ରାମ ଓଜନ ବିଶିଷ୍ଟ ସ୍ଵର୍ଣ୍ଣ ଗଦାକୁ ଛତ୍ରପୁର ଥାନା ଆଇଆଇସିଙ୍କ ନେତ୍ତୃତ୍ଵରେ ଧରପଗଡ଼ ହୋଇ ଛତ୍ରପୁର ପୋଲିସ ଟିମ୍ ଦ୍ଵାରା ଜବତ କରି ମନ୍ଦିର କମିଟି ସଦସ୍ୟଙ୍କୁ
Read More...

ଛତ୍ରପୁରଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମ ଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀଙ୍କ
Read More...

ଛତ୍ରପୁର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ସମ୍ମିଳନୀଗୃହରେ ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ, ବ୍ଲକ
Read More...

ବ୍ରହ୍ମପୁର ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ରାଜ୍ୟର ବୃହତ୍ତର ଜିଲ୍ଲା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ବିକାଶ ଦିଗରେ ବିମାନ ବନ୍ଦର ପ୍ରତିଷ୍ଠାର ଆବଶ୍ୟକ‌ତା ଦର୍ଶାଇ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ରାଜଭବନକୁ ଯାଇ ଓଡ଼ିଶା
Read More...

ନୂଆ ଚିପ୍ ତିଆରି କରି ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜ ଛାତ୍ରଛାତ୍ରୀ ଭାରତ ପାଇଁ ଗୌରବ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ଅବସ୍ଥାପିତ ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନଙ୍କ କାରିଗରୀ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କୌଶଳରେ ଏକ ଅଦ୍ଭୂତପୂର୍ବ କୃତ୍ତିତ୍ଵ ଆଣିଛନ୍ତି, ଯାହା ଏବେ ଭାରତବର୍ଷରେ ସୁନାମ ଅର୍ଜନ କରିଆସିଛନ୍ତି ।
Read More...