Browsing Tag

bramhapur news

ପବିତ୍ର ଶୟନାଷ୍ଟମୀ ଅବସରରେ ମା’ ରାମଚଣ୍ଡୀ ପୀଠରେ ପାର୍ବଣ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିରାଜମାନ କରିଥିବା ମା' ରାମଚଣ୍ଡୀ ମନ୍ଦିର ପୀଠରେ ପବିତ୍ର ଶୟନାଷ୍ଟମୀ ଅବସରରେ ମା' ଙ୍କ ଷୋଡଶ ଦିବସ ବ୍ୟାପୀ ପାର୍ବଣ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ
Read More...

ଉତ୍ସବମୁଖର ଭାବେ ରମ୍ଭା ଏନ୍ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ନେଳିଆବନ୍ଧ ନିକଟସ୍ଥ କଲ୍ୟାଣ ମଣ୍ଡପ ସମ୍ମିଳନୀ ଗୃହରେ ଆନୁଷ୍ଠାନିକ ଭାବେ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷା ମାନସୀ
Read More...

ଛତ୍ରପୁରକୁ ମୁନିସିପାଲିଟି ମାନ୍ୟତା ଘୋଷିତ ପରେ ଅଞ୍ଚଳରେ ଖୁସିର ମାହୋଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମ୍ୟୁନିସପାଲିଟୀ ମାନ୍ୟତାପ୍ରାପ୍ତ ହୋଇଛି, ଏନେଇ ଛତ୍ରପୁରଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ନିଆରା ଖୁସିର ଲହରୀ
Read More...

ରାମଚଣ୍ଡୀ ଟ୍ରଷ୍ଟ, ପୂଜା କମିଟୀ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ୱର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ପାଳିକା ଘୋଷିତ ହେବା ପରେ ଛତ୍ରପୁର ସହରବାସୀଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଏଣେ ଚଳିତ ବର୍ଷର ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଅଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସର ମୁଖ୍ୟକାର୍ଯ୍ୟକ୍ରମ ସାନ୍ଧ୍ୟ କାର୍ଯ୍ୟକ୍ରମ
Read More...

ରିକାପଲ୍ଲୀ ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରିକାପଲ୍ଲୀ କଳ୍ପବାସିନୀପୀଠ ମନ୍ଦିରର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ଦ୍ୱୟ ଏବଂ ନବନିର୍ମିତ ନୂତନ ସୌନ୍ଦର୍ଯ୍ୟକରଣ କୋଠରୀ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ କର୍ମକାଣ୍ଡ
Read More...

ନୂଆଁଖାଇ ଅବସରରେ ମା’ ରାମଚଣ୍ଡୀଙ୍କ ପୀଠରେ ବିଶାଳ ସ୍ୱଚ୍ଛତା ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ଠାରୁ ମାତ୍ର ୭ କିମି ଦୂରରେ ଥିବା ଗଞ୍ଜାମ ବ୍ଳକ୍ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶୀର୍ଷ ଦେଶରେ ମା' ରାମଚଣ୍ଡୀ ଅବସ୍ଥାନ କରିଛନ୍ତି । ଏହି ପୀଠରେ ମାହାତ୍ମ୍ୟ କେଉଁ ଆବହମାନ କାଳରୁ
Read More...

ନୂଆଁଖାଇ ଅବସରରେ ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆଁଖାଇ ଅବସରରେ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଥିବା ବେଳେ ଗଜପତି ଜିଲ୍ଲାର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର, ଓକିଲ ଲସିତ ବରଣ ବେହେରା ଓ ଛତ୍ରପୁର ସ୍ଥିତ ମା' ରାମଚଣ୍ଡୀ ମନ୍ଦିରର ପରାମର୍ଶଦାତା
Read More...

ଡଙ୍ଗା ଓଲଟି ଜଣେ ନିଖୋଜ ଘଟଣାରେ : ବ୍ୟକ୍ତିର ଶବ ଉଦ୍ଧାର ୩୦ ହଜାର ଟଙ୍କା ରେଡକ୍ରସ ସହାୟତା ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସମୁଦ୍ରକୂଳ ପୋଡମପେଟ୍ଟାରେ ମାଛ ଧରାଳି ମାନେ ସମୂଦ୍ର ମଧ୍ୟକୁ ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ପଡିଥିଲା । ୭ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ । ନିଖୋଜ ବ୍ୟକ୍ତି ଅଗସ୍ତି ନୂଆଗାଁ ପଞ୍ଚାୟତର ସାନ-ନୋଳିଆନୂଆଗାଁ ସ୍ଥିତ
Read More...

ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୧୯ ହଜାର ୪୪୯ ଚାଷୀଙ୍କୁ ସିଏମ୍‌ କିଷାନ ୩ୟ କିସ୍ତି ଦିଆଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସିଏମ୍‌ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ରବି ଫସଲ ପାଇଁ ଚାଷୀଙ୍କ ଖାତାକୁ ଯାଇଛି । ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୧୯ ହଜାର ୪୪୯ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ
Read More...

ସମୁଦ୍ରକୂଳ ପୋଡମପେଟ୍ଟାରେ ଡଙ୍ଗା ଓଲଟି ଜଣେ ନିଖୋଜ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁ ଦିନପରି ଆଜି ମଧ୍ୟ ସକାଳୁ ସକାଳୁ ବଢ଼ି ଅନ୍ଧାରରୁ ମାଛ ମାରିବାକୁ ଡ଼ଙ୍ଗା ସାହାଯ୍ୟରେ ସାତ ଜଣ ସାଥୀ ହୋଇ ବାହାରିଥିଲେ, ସେମାନେ ଛତ୍ରପୁର ନିକଟସ୍ଥ ନୋଳିଆନୂଆଗାଁର ବାସିନ୍ଦା ସାତଜଣ ଡଙ୍ଗାରେ ବସି ସମୁଦ୍ରକୂଳ ପୋଡମପେଟ୍ଟା ପର୍ଯ୍ୟନ୍ତ
Read More...