Browsing Tag

bramhapur news

ସୁଶାସନ ସପ୍ତାହ “ପ୍ରଶାସନ ଗାଁ କି ଓର୍ – ୨୦୨୫”ର ଦ୍ୱିତୀୟ ଦିବସର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ “ପ୍ରଶାସନ ଗାଁ କି ଓର୍ – ୨୦୨୫” ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲ୍ଲାର ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀମାନେ ଗାଁ ଗୁଡିକରେ ଅର୍ଥାତ୍…
Read More...

ଅସୁରକ୍ଷିତ ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ -୧୬

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ.-୧୬ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ ହେଉଛି । ଯାହାଫଳରେ ସର୍ବସାଧାରଣଙ୍କ ଯାତାୟତରେ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଗମନାଗମନରେ ବ୍ୟବସ୍ଥିତ ସୁବିଧାରେ ନଥାଇ ଅନେକ ତ୍ରୁଟି ରହିଥିବା…
Read More...

ବ୍ରହ୍ମପୁରର ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର, ସୁଲେଖିକା କୀରଣବାଳା ମିଶ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର ଏବଂ ସୁଲେଖିକା କୀରଣବାଳା ମିଶ୍ରଙ୍କ ଦିଲ୍ଲୀରେ ହୃଦଘାତ ଯୋଗୁଁ ତାଙ୍କ ଦେହାନ୍ତ ହୋଇଯାଇଛି । ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଏହି ଦୁଃଖଦ ଖବର ପହଂଚିବା ପରେ କଳାକାର ମହଲରେ…
Read More...

ଗଞ୍ଜାମ ଜିଲ୍ଲାରେ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ କରାଯାଉଛି “ପ୍ରଶାସନ ଗାଁ- କି- ଓରେ – ୨୦୨୫” ପାଳନ ଅବସରରେ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗଞ୍ଜାମ ଜିଲ୍ଲାର…
Read More...

ଜଗନ୍ନାଥ ପ୍ରେମୀ ମହାରାଜ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସମାଜସେବୀ, ଜଗନ୍ନାଥପ୍ରେମୀ, ସାଧୁବାଦୀ ଧର୍ମପରାୟଣ ବ୍ୟକ୍ତି ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ) ଙ୍କୁ ତାଙ୍କରି ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠା, ଧାର୍ମିକ ପରମ୍ପରା ଓ ସମାଜସେବାରେ ଉଲ୍ଲେଖନୀୟ ଭୂମିକାକୁ ପ୍ରତିପାଦିତ କରି ମାନପତ୍ର ସହ…
Read More...

ପେନସନର୍ସ ଫେଡେରେସନ ପକ୍ଷରୁ ସରକାରଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପେନସନର୍ସ ଭେଲିଡେସନ ଆକ୍ଟ-୨୫ ବାତିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଫେଡେରେସନ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି,…
Read More...

ଗ୍ରେଟର୍ ବ୍ରହ୍ମପୁର ପାଇଁ ୫୨ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ ଅଟେ । ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ତଥା ଗ୍ରେଟର୍ ବ୍ରହ୍ମପୁର ଗଠନ…
Read More...

ଧାନମଣ୍ଡି ସଚେତନତା ରଥର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ୨ଟି ଧାନମଣ୍ଡି ସଚେତନତା ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଙ୍ଗଳବାର ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗଦେଇ ସବୁଜ ପତାକା ଦେଖାଇ ଉକ୍ତ ୨ଟି ରଥର ଶୁଭାରମ୍ଭ…
Read More...

ସେବା ନିବୃତ୍ତ ବିକାଶ ମଞ୍ଚ ତରଫରୁ ପେନ୍‌ସେନର୍ସ ଦିବସ ପାଳନ

ଅବସରପ୍ରାପ୍ତ କର୍ମଚାରୀଙ୍କ ସମୂହ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ରାଜ୍ୟ ପେନସେନର୍ସ ଫେଡେରେସନ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଗେଟ ବଜାରସ୍ଥିତ ଏନ. ଜି. ଓ…
Read More...

ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଛାତ୍ରୀମାନଙ୍କୁ ଉତ୍ସାହିତ କରି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉପରେ…
Read More...