Browsing Tag

bramhapur news

ରାଜ୍ୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୭ଟି ପ୍ରସ୍ତାବ ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୬ର ବିଶ୍ୱବିଦ୍ୟାଳୟସ୍ତରୀୟ…
Read More...

ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ‘ସୋଲାର ସିଷ୍ଟମ ବ୍ୟବହାର ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩ ହଜାର ସୌର ପ୍ୟାନେଲ୍‌ ସ୍ଥାପିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୨୦,୬୬୫ଟି ସୌର ପ୍ୟାନେଲ୍‌ ସ୍ଥାପିତ ହୋଇଛି । ଏହି କ୍ଷେତ୍ରରେ ଗଞ୍ଜାମ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି ବୋଲି…
Read More...

ଆସିକା ସମବାୟ ଚିନି ଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସିକା ସମବାୟ ଚିନି ଶିଳ୍ପ ଲିମିଟେଡ୍‌କୁ ୨୦୨୫-୨୬ ବର୍ଷ ପାଇଁ ଜାତୀୟ ସମବାୟ ଚିନି ଶିଳ୍ପ ମହାସଂଘ, ନୂଆଦିଲ୍ଲୀ ପକ୍ଷରୁ ‘ଜାତୀୟ ଦକ୍ଷତା ପୁରସ୍କାର’ ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୨୨ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ପ୍ରଦାନ…
Read More...

ପ୍ରବଳ ବର୍ଷା ନେଇ ଗଞ୍ଜାମ ଜିଲ୍ଲାରେ ୨୩ ଓ ୨୪ ତାରିଖରେ ସ୍କୁଲ୍ କଲେଜ ବନ୍ଦ ରହିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର…
Read More...

ଯୁବତୀମାନଙ୍କୁ ଦକ୍ଷତା ବିକାଶ କରିବାରେ ଗଞ୍ଜାମ ସ୍କିଲ ସେଣ୍ଟର୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଦ୍ଧଶିକ୍ଷିତ ଓ ମଧ୍ୟମ ଶିକ୍ଷିତା ଯୁବତୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୋତ୍ସାହନରେ ଝିଅ ମାନଙ୍କୁ ସ୍ଵ-ରୋଜଗାର କରିବା ଏବଂ ସ୍ୱାବଲ୍ବନଶୀଳ କରାଯିବା ନିମନ୍ତେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସ୍କିଲ୍…
Read More...

ଓକେସିଏଲ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାର ମିଳିତ ବାର୍ଷିକ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓକେସିଏଲ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାର ମିଳିତ ବାର୍ଷିକ ସମ୍ମିଳନୀ ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ସ୍ମାରକୀ ରିଡିଂ ରୁମ୍ ପରିସରରେ ଗତ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍‌. ରେଖା ମହାନ୍ତିଙ୍କ…
Read More...

ଏଲ୍‌ଆଇସି ଅଭିକର୍ତ୍ତାଙ୍କ ନିମନ୍ତେ ନୂତନ ପଲିସି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଛତ୍ରପୁର ଶାଖା ଅନ୍ତର୍ଗତ ଲାଇଫ୍‌ ପ୍ଲସ୍‌ ଅଫିସ୍‌ଠାରେ ଉନ୍ନୟନ ଅଧିକାରୀ ପ୍ରଭାକର ନାହାକଙ୍କ ତତ୍ତ୍ୱାବଧାନରେ ଅଭିକର୍ତ୍ତାମାନଙ୍କ ପାଇଁ ଏକ ଏକଦିବସୀୟ ନୂତନ ପଲିସି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
Read More...

୨୧ରୁ ଉର୍ଦ୍ଧ୍ବ ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଷାଣୀନୂଆଗାଁ ଥାନା ଅଧିନରେ ୱାରେଣ୍ଟ ଜାରି ରହିଥିବା ୨୧ରୁ ଉର୍ଦ୍ଧ୍ବ ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତ ଟୁନା ପାତ୍ରକୁ ମୁମ୍ବାଇରୁ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ଚାରୋଟି ଅଣ-ଜାମିନଯୋଗ୍ୟ ଅଭିଯୁକ୍ତ…
Read More...

ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାମଗ୍ରିକ ଓ ସମନ୍ୱିତ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ବ୍ରହ୍ମପୁରରେ ଅନୁଷ୍ଠିତ ଜିଲ୍ଲା ଯୋଜନା କମିଟି ବୈଠକରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ଓ ଆଗାମୀ ଯୋଜନା ନେଇ ବିସ୍ତୃତ ଆଲୋଚନା ହୋଇଛି । ଜିଲ୍ଲା ଯୋଜନା କମିଟି…
Read More...

ଆନ୍ତଃରାଜ୍ୟ ସାଇବର ଠକେଇ ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ଏକ ବଡ଼ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତଃ ରାଜ୍ୟ ସାଇବର ଠକେଇ ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରମ୍ଭା ଥାନା ଅନ୍ତର୍ଗତ ପାଲୁରୁଗଡ଼ ଗଜପତିନଗର ଅଞ୍ଚଳରୁ ଖୁଲାସା ହୋଇଥିବା କୁହାଯାଏ । ଏହି କେଶ୍ ବୃତ୍ତାନ୍ତକୁ ରବିବାର ମଧ୍ୟାହ୍ନରେ ଗଞ୍ଜାମ ଏସ୍‌ପି ହରିଶ୍…
Read More...