Browsing Tag

bramhapur news

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସିଡିପିଓ ଅଫିସ୍‌ରେ କାର୍ଯ୍ୟରତ ସୁପରଭାଇଜର ଏବଂ ଜୁନିଅର ରାଜସ୍ୱ ସହାୟକ ଭିଜିଲାନ୍ସ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ଅଙ୍ଗନୱାଡି କେନ୍ଦ୍ରର ଘର ଭଡା ପ୍ରଦାନ ବାବଦକୁ ତିରିଶି ହଜାର ଟଙ୍କା ଲାଞ୍ଚ ନେବା ପାଇଁ ସମ୍ମ୍ୱନିତ୍ୱ ଶିଶୁ ବିକାଶ ଯୋଜନା ଅଧୀନରେ ସୁପରଭାଇଜର ଏବଂ ସିଡିପିଓ, ହିଞ୍ଜିଳିକାଟୁ, ଗଞ୍ଜାମର କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…
Read More...

ସମାଜସେବୀ ତଥା ବରିଷ୍ଠ ଅର୍ଥ ଅଧିକାରୀ ପ୍ରଭାତ କୁମାର ରଥଙ୍କ ପରଲୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମାଜସେବୀ ତଥା ଅବସରପ୍ରାପ୍ତ ବରିଷ୍ଠ ଅର୍ଥ ଅଧିକାରୀ ପ୍ରଭାତ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଜଣେ ବନ୍ଧୁବତ୍ସଳ, ସରଳ ବିଶ୍ୱାସୀ, ପରୋପକାରୀ ଭାବେ ବେଶ…
Read More...

ଆତ୍ମନିର୍ଭରଶୀଳ ଭାରତ ଗଠନରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ତ୍ଵପୂର୍ଣ୍ଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସଭା ଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଏକ ସ୍ୱେଚ୍ଛାସେବୀ…
Read More...

‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଶୁଭାରମ୍ଭ ସହ ୨୪ ଜଣ ଦିବ୍ୟାଙ୍ଗଙ୍କୁ ସ୍କୁଟି ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ତଥା ଖଣି ଓ…
Read More...

ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ : ପୁଣି ଗିରଫ ହେବେ ବିକ୍ରମ ପଣ୍ଡ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତ ୧ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିବା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି ବୋଲି…
Read More...

ଛତ୍ରପୁରରେ ଗଣେଶ ପୂଜା, ଶତାଧିକ ମଣ୍ଡପରେ ବିଘ୍ନବିନାଶକଙ୍କ ଆରାଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଗଣେଶ ପୂଜାକୁ ନେଇ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଚଳିତବର୍ଷ ଛତ୍ରପୁର ମୁନିସିପାଲିଟି ଅଧୀନରେ ଶତାଧିକ ପୂଜାମଣ୍ଡପରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଧୁମଧାମରେ ଅନୁଷ୍ଠିତ ହେଉଛି । ସହର ସହିତ ଆଖପାଖ ଅଞ୍ଚଳର…
Read More...

“ବ୍ରହ୍ମପୁର ଗଟ୍ ଟାଲେଣ୍ଟ”ରେ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ପ୍ରତିଭା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା ଓ ସେମାନଙ୍କୁ ଏକ ବଡ଼ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ‘ବ୍ରହ୍ମପୁର ଗଟ୍ ଟାଲେଣ୍ଟ’ କାର୍ଯ୍ୟକ୍ରମ । ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ଭଳି ବିଭିନ୍ନ…
Read More...

କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଓଏମ୍‌ଭିଡି କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ପୋଲିସ ତଦନ୍ତରେ ସନ୍ତୋଷ ନ ହେବାରୁ ପରିବାର ଲୋକ…
Read More...

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହରେ ରୋଗୀ କଲ୍ୟାଣ ସମିତିର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଛତ୍ରପୁର ଉପ-ଜିଲ୍ଲାପାଳ ଡ଼ଃ. ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ରୋଟାରୀ କ୍ଲବ୍ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ୧୦ ଶିକ୍ଷକ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରୋଟାରୀ କ୍ଲବ ତରଫରୁ ଶନିବାର ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ର ନିର୍ମାତା-୨୦୨୬ ପୁରସ୍କାରରେ ୧୦ଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି । ରୋଟାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକଙ୍କ…
Read More...