
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ୍ ବିଶିଙ୍କ ନେତ୍ତୃତ୍ଵରେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ୧୧ ଲକ୍ଷ ୧୧ ହଜାର ୧ ଶହ ଏଗାର ଟଙ୍କାର ଏକ ଚେକ୍ ଅର୍ଣ୍ଣବ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଏହି ସହାୟତା ରାଶିର ଏକ ଚେକ୍ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ହସ୍ତରେ ଅର୍ପଣ କରାଯାଇଛି ।