Browsing Tag

bramhapur news

ଗାଡ଼ିର ବ୍ୟାଟେରୀ ଚୋରି ଅଭିଯୋଗରେ ୨ ଗିରଫ : ୬ଟି ଚୋରା ବ୍ୟାଟେରୀ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଥାନାରେ ଅଭିଯୋଗ କ୍ରମେ ବହୁଦିନ ଧରି ଗାଡ଼ିର ବ୍ୟାଟେରୀ ଚୋରି କରୁଥିବା ମାମଲାରେ ଚମାଖଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ସେହି ଦୁଇଜଣ ଅନେକ ଦିନରୁ ଗାଡ଼ିରୁ…
Read More...

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହଯୋଗରେ ବିଶ୍ୱ ଫାର୍ମାସି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ ଏବଂ ରୋୟାଲ କଲେଜ ଅଫ୍‌ ଫାର୍ମାସି ଓ ହେଲଥ୍‌ ସାଇନ୍ସ, ବ୍ରହ୍ମପୁରର ମିଳିତ ସହଯୋଗରେ ବ୍ରହ୍ମପୁର ରୋୟାଲ କଲେଜ ପରିସରରେ ବିଶ୍ୱ ଫାର୍ମାସି ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି…
Read More...

ବାତ୍ୟା ‘ଅର୍ଣ୍ଣବ’ ପୂର୍ବରୁ ଗଞ୍ଜାମ ପ୍ରଶାସନର ସତର୍କତା : ୪୩୮ ଗର୍ଭବତୀ ସ୍ଥାନାନ୍ତର, ୨୪୮ ଜଣଙ୍କ ସୁରକ୍ଷିତ ପ୍ରସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବକୁ ନେଇ ପ୍ରଶାସନର ସତର୍କତାମୂଳକ ପଦକ୍ଷେପ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କୁ ଆଗୁଆ ଚିହ୍ନଟ କରି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ୨୬ ସେପ୍ଟେମ୍ବର ସକାଳ ୮ଟା…
Read More...

ବର୍ଷାଜଳ ନିଷ୍କାସନ ପ୍ରକ୍ରିୟା ନେଇ ମନ୍ତ୍ରୀ ବିଭୂତି ଜେନାଙ୍କ ତତ୍ପରତା

ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ପରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସମୀକ୍ଷା କରିଛନ୍ତି ।…
Read More...

ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ “ସମ୍ବନ୍ଧ” ମେଗା ସଦସ୍ୟତା ଅଭିଯାନ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମାବେଶୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ମେଗା ସଦସ୍ୟତା ଅଭିଯାନର ଗଞ୍ଜାମ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଶୁକ୍ରବାର ଗଞ୍ଜାମ ଜିଲ୍ଲା ମହକୁମାସ୍ଥ (ଛତ୍ରପୁର)…
Read More...

ମହେନ୍ଦ୍ରତନୟାର ପ୍ରଖର ସ୍ରୋତ ଅତିକ୍ରମ କରି ଗର୍ଭବତୀଙ୍କୁ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ର ବୁରାତାଲ ପଞ୍ଚାୟତ ଅନ୍ତର୍ଗତ ଜାମୁଗଣ୍ଡା ଗ୍ରାମ ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇଥିବା ବେଳେ ପ୍ରସବ ବେଦନାରେ ଥିବା ଜଣେ ଗର୍ଭବତୀଙ୍କୁ ଓଡ୍ରାଫ୍‌ ଦଳ ଉଦ୍ଧାର କରିଛନ୍ତି । ମହେନ୍ଦ୍ରତନୟା ନଦୀର ପ୍ରଖର…
Read More...

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟଷ୍ଟେସନ୍ ସାହିର ବାସିନ୍ଦା ତଥା ଗଞ୍ଜାମ ଜିଲ୍ଲା ହେଡ-କ୍ୱାର୍ଟରରେ ଦୀର୍ଘ ଦିନ ଧରି ଅବସ୍ଥାପିତ ହୋଇ କାର୍ଯ୍ୟ କରି ଆସିଥିବା ଅବସରପ୍ରାପ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ବୁଧବାର ସକାଳେ ପରଲୋକ…
Read More...

ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି । ଗତକାଲି (୨୩ ସେପ୍ଟେମ୍ବର, ୨୦୨୬) ରାତି ପ୍ରାୟ ୧୧:୩୦ ମିନିଟରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ,…
Read More...

ଗଭୀର ଅବପାତ : କଳିଙ୍ଗପାଟ୍ଟନାମରେ ସ୍ଥଳଭାଗ ଛୁଇଁଲା

ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ଧରି ଭାରି ବର୍ଷା ଲାଗି ରହିବ । ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତର ରୂପ ନେଇ ଗୋପାଳପୁର ଠାରୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଦେଇ…
Read More...

ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ସମସ୍ତ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଶୂନ୍ୟରେ ଜୀବନହାନୀକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ…
Read More...