Browsing Tag

bramhapur news

ବାଙ୍ଗାଲୋର ଲୋକକଳା ମଞ୍ଚ ତରଫରୁ ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ୭୫ତମ ଜନ୍ମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ଷିୟାନ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ତଥା ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ୭୫ତମ ଜନ୍ମ ବାର୍ଷିକୀ ଆଜି ଲୋକକଳା ସୁହୃଦ୍ ପରିବାର ବାଙ୍ଗାଲୋର ତରଫରୁ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି । ଲୋକପ୍ରିୟ ଅଭିନେତା ତଥା ଓଡିଶା ଫିଲ୍ମ
Read More...

ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକରଣ ସମେତ ସମସ୍ତ ଆବେଦନର
Read More...

ବିଜେପି ଛତ୍ରପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ସ୍ଥ ପୁତିଗୋପାଳପୁର ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ
Read More...

ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀ ପାଳିତ

ଜୟଦେବଙ୍କ କୃତୀତ୍ତ୍ୱ ବିଶ୍ୱ ଦରବାରରେ ପରିଚିତ ହାସଲ କରିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ
Read More...

ଗଞ୍ଜାମ ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖବର କାଗଜ ବିତରକମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୩/୧୨/୨୦୨୧ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ
Read More...

ବ୍ରହ୍ମପୁର ବଡ଼ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟି ଫାଇଲ ଓ ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡି ନଷ୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ (ଏମ୍‌କେସିଜି) ପ୍ରଶାସନିକ କୋଠାରେ ସୋମବାର ଭୋର ୪ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସାର୍ଟସର୍କିଟ ଯୋଗୁଁ ଅଧ୍ୟକ୍ଷଙ୍କ କୋଠରୀ ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ
Read More...

ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ସଂସ୍କୃତି ଭବନ ମଞ୍ଚରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମଦିବସ ପାଳିତ ହୋଇଯାଇଛି । ମଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରମିକ
Read More...

ବ୍ରହ୍ମପୁର ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ରାସ୍ତା ଏବଂ ଡ୍ରେନ କାମକୁ ତ୍ୱରାନ୍ୱିତ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହର ସନ୍ନିକଟ ତଥା ସହର ତଳି ଅଞ୍ଚଳ ସ୍ଥିତ ବ୍ରଜନଗରର ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ରାସ୍ତା ଏବଂ ଡ୍ରେନ କାମ ଦୀର୍ଘ ତିନି ବର୍ଷ ଧରି ଚାଲୁ ରହିଥିବା ବେଳେ ସରିବାର ନାମ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ ଉଦ୍‌ଯାପିତ

• ଜୈବିକ ଖତର ଉପକାରୀତା ସମ୍ପର୍କରେ ଜନସଚେତନତା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଆନୁକୂଲ୍ୟରେ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ପାଳିତ ହୋଇଯାଇଛି । ଛତ୍ରପୁର ପୌର ଅଧ୍ୟକ୍ଷା
Read More...

ଅନୁସୂଚିତ ଜାତି ମୋର୍ଚ୍ଚାକୁ ସୁସଙ୍ଗଠିତ କରିବାକୁ ବିଜେପିର ଦୃଢ଼ ପ୍ରଚେଷ୍ଟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ପୌର ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଓ ରମ୍ଭା ଏନ୍‌ଏସିର ଚେୟାରମ୍ୟାନ୍‌ ଆସନ ହାସଲ କରିବା ପରେ ବିଜେପିର ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କଡା
Read More...