ସେପ୍ଟେମ୍ବର ୨ରୁ ୪ କଳିଙ୍ଗ ଷ୍ଟାଡିୟମରେ ହେବ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା
ଗଞ୍ଜାମରୁ ଭାଗ ନେବେ ୭୭ ଜଣ
ବ୍ରହ୍ମପୁର, (କେପିଏନ୍ଏସ୍) : ସେପ୍ଟେମ୍ବର ୨, ୩ ଓ ୪ ତାରିଖ ତିିନିଦିନ ଧରି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ଗୃହଠାରେ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି!-->!-->!-->…
Read More...
Read More...