pakka

ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଫାଟକରେ ଲାଗିଲା ମେଟାଲ ଡିଟେକ୍ଟର

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଫାଟକରେ ମେଟାଲ ଡିଟେକ୍ଟର ଲଗାଯାଇଛି । ଗତ ୫ ଦିନ ମଧ୍ୟରେ ଦୁଇଟି ବଡ଼ ଘଟଣା ଘଟିବା ପରେ ଏହି ପଦକ୍ଷେପ ନିଆଯାଇଛି । ଜଜଙ୍କୁ ଦୁର୍ବୃତ୍ତଙ୍କ ଛୁରା ଦେଖାଇ ହତ୍ୟା ଧମକ ଓ ମହିଳାଙ୍କ କୋର୍ଟ ବାରଣ୍ଡାରେ ଆତ୍ମାହୁତି ଉଦ୍ୟମ ଘଟିବା ପରେ ଏସ୍‌ଡିଜେଏମ୍‌ କୋର୍ଟ ମୁଖ୍ୟ ଫାଟକ ନିକଟରେ ମେଟାଲ ଡିଟେକ୍ଟର ଲଗାଯାଇଛି ।

Leave A Reply

Your email address will not be published.

1 × 4 =