ରାଜପୁର ଗ୍ରାମ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଖାଲି ସ୍ଥାନମାନଙ୍କରେ ସମାଜସେବୀ ଭାଗୀରଥୀ ବେହେରା ଗଛ ଲଗାଇ ସାମାଜିକ ବନୀକରଣ କରିବା ଲକ୍ଷ୍ୟ ନେଇଛନ୍ତି । ସେ କିଛି ଜଣ ସହଯୋଗୀ ସମାଜସେବୀଙ୍କୁ ନେଇ ଏହି କାର୍ଯ୍ୟ ଅନୁକୂଳ କରିଛନ୍ତି । ଗଞ୍ଜାମ!-->…
Read More...
Read More...