Browsing Tag

bramhapur news

ଛତ୍ରପୁରରେ ଦେବୀଙ୍କ ଭସାଣି ଉତ୍ସବ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ବଜାରରେ ମୃଣ୍ମୟୀମୃତ୍ତି ଦେବୀ ଦୁର୍ଗାଙ୍କ ମେଢ଼ ବୁଧବାର ସନ୍ଧ୍ୟାରେ ବିସର୍ଜନ ହୋଇଯାଇଛି । ବର୍ଣ୍ଣାଢ୍ୟ ପଟୁଆରରେ ସହର ପରିକ୍ରମା ହୋଇ ଜଳାଶୟରେ ବିସର୍ଜନ କରାଯାଇଛି । ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ମଧ୍ୟ
Read More...

କଳ୍ପବାସିନୀ ପୀଠର ବୁଢ଼ୀ ଠାକୁରଣୀଙ୍କ ଦଶହରା ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ୧୨ନମ୍ବର ୱାର୍ଡ ରିକାପଲ୍ଲୀର ଗ୍ରାମଦେବୀ କଳ୍ପବାସିନୀ ପୀଠରେ ବିଦ୍ୟମାନ ଆରାଧ୍ୟଦେବୀ ଆଦ୍ୟାଶକ୍ତି ମା' ବୁଢ଼ୀ ଠାକୁରଣୀଙ୍କ ନବରାତ୍ରପୂଜା, ବିଜୟା ଦଶମୀ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଉକ୍ତଦିନ ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ
Read More...

ଦକ୍ଷିଣ ଭାରତରେ ବୋମୁଲୁଗୋଲୁ ପୂଜା ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଭାରତରେ ବୋମୁଲୁଗୋଲୁ ପୂଜା ଏକ ନିଆରା ପରମ୍ପରା । ଏହା ଏକ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସିଅଛି । ଏହି ପୂଜା ନବରାତ୍ର ପୂଜା ଅବସରରେ ବିଜୟା ଦଶମୀ ପର୍ଯ୍ୟନ୍ତ କେବଳ ଘରେ ଘରେ ପ୍ରତ୍ୟେକ ଧନୀ, ସମ୍ବ୍ରାନ୍ତ ଶ୍ରେଣୀର ଲୋକେ ପାଳନ
Read More...

ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ସବୁଜିମା ପରିବେଶ, ଘଞ୍ଚ, ଜଙ୍ଗଲ, ବଣ-ପାହାଡ଼ ପର୍ବତଘେରା ଅଞ୍ଚଳରେ ଅନେକ ଶକ୍ତିପୀଠ କେଉଁ ଆବାହମାନ କାଳରୁ ପ୍ରତିଷ୍ଠିତ ହୋଇଅଛି । ପବିତ୍ର ଋଷିକୂଲ୍ୟାନଦୀ ଓ ତା'ର ଉପନଦୀମାନଙ୍କ ଅବବାହିକାରେ ଅନେକ ଦେବା ଦେବୀ
Read More...

ରିକାପଲ୍ଲୀ ସାହିକୁ ବିଧାୟକ ଗସ୍ତ କରି ବୁଝିଲେ ବିଭିନ୍ନ ଅଦ୍ଭାବ ଅସୁବିଧା ଓ ସମସ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ବର ୱାର୍ଡ ରିକାପଲ୍ଲୀ ସାହିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିବା ସାଂଗକୁ ଉକ୍ତ ସାହିର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଦୃଷ୍ଟି ଆରୋପ କରିଛନ୍ତି ।
Read More...

ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା : ଯାନବାହାନ କଡ଼ାକଡ଼ି ଯାଞ୍ଚ ବେଳେ ବାହାରିଲା ପୁଳାପୁଳା ସୁନା ପ୍ୟାକେଟ, ୪…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା ୩ କେଜି ସୁନା ସହ ୧୫୦ କେଜି ରୂପା ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୧୦ ଲକ୍ଷ ଟଙ୍କା ହେବ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ
Read More...

ଅଗ୍ନି ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ବିଡ଼ିଓ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କିଛିଦିନ ତଳେ ଗରମ ତେଲ କଡେଇରେ ପଡି ଅର୍ଦ୍ଧଦଗ୍ଦ ହୋଇଯାଇଥିବା ଚୁନ ପେଣ୍ଟର ଭାବେ କାମ କରୁଥିବା ଶ୍ରମିକ ଶଙ୍କର ପାଣିଗ୍ରାହୀଙ୍କ ପୀଡିତ ଅବସ୍ଥା ଏବଂ ସେ ବାସ କରି ରହି ଆସିଥିବା ଭଙ୍ଗା କୁଡିଆକୁ ଯାଇ ବିଡ଼ିଓ ସୁବ୍ରତ କୁମାର ଜେନା ଭେଟି ତାଙ୍କର
Read More...

ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାନ୍ଧିଜୀଙ୍କ ୧୫୩ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ଗ୍ରାମସଭା ଆୟୋଜନ
Read More...

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ଉପସ୍ଥିତିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଦଶହରା ଭେଟି ସ୍ୱରୂପ ଲୁଗା ବସ୍ତ୍ର/ପୋଷାକ ପ୍ରଦାନ
Read More...

ନିଆରା ଢଙ୍ଗରେ ପାଳିତ ହେଲା ଛତ୍ରପୁରଠାରେ ଗାନ୍ଧୀ ଜୟନ୍ତୀ ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ତ୍ୱ କରୁଥିବା ତାଙ୍କ ଗଞ୍ଜାମ ଜିଲ୍ଲା ଉପରେ ବିଭିନ୍ନ କ୍ଷେତ୍ରରେ ସର୍ବୋପରି ଫୋକସରେ ରହିଆସିଛି । ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ଚଳିତବର୍ଷ ଜିଲ୍ଲାସ୍ତରୀୟ ୧୫୩ତମ ପବିତ୍ର ଗାନ୍ଧୀ ଜୟନ୍ତୀ ସାମାରୋହ ଏକ
Read More...