Browsing Tag

bramhapur news

ଗୋଳନ୍ଥରା ଥାନା ରଣ୍ଢା ଛକଠାରେ ବାଇକ ସହ ଟ୍ରକ ଧକ୍କା : ୧ ମୃତ, ୨ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହର ଆନ୍ଧ୍ର-ସୀମାନ୍ତ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକଠାରେ ବାଇକକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ଦୁଇ ଆହତ । ମିଳିଥିବା ସୂଚନା ପ୍ରକାରେ, ଗୋଟିଏ ବାଇକରେ ସ୍ତ୍ରୀ ଓ ଛୁଆକୁ ନେଇ ସ୍ୱାମୀ ବ୍ରହ୍ମପୁର ଆସୁଥିବା ବେଳେ ଗୋଟେ ଟ୍ରକ
Read More...

ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ୍. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ୍. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଗତକାଲି ପାଳିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମସ୍ଥ ସିପିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସିପିଆଇ ଛତ୍ରପୁର
Read More...

ଛତ୍ରପୁର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ସହାୟତା ଚିହ୍ନଟକରଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୌଜନ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଛତ୍ରପୁର ବ୍ଲକସ୍ତରୀୟ ସହାୟତା ଚିହ୍ନଟକରଣ ଶିବିର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ
Read More...

ରୁକ୍ମିଣୀ ଗାଁଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରୁକ୍ମିଣୀ ଗାଁଠାରେ ଏକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର
Read More...

ଛତ୍ରପୁରସ୍ଥ ଚିକଲଖଣ୍ଡି ହାଇସ୍କୁଲ ବନ ମହୋତ୍ସବରେ ବ୍ଲକ ଅଧ୍ୟକ୍ଷା, ପୌର ଅଧ୍ୟକ୍ଷାଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଚିକଲଖଣ୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବି. ଶଙ୍କର ରେଡ୍ଡୀଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଏମ୍‌କେସିଜି ଅବା ବଡ଼ମେଡିକାଲରେ ସର୍ଜରୀ ବିଭାଗରେ ଏକ ଅଦ୍ଭୂତପୂର୍ବ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ସଫଳ ଅସ୍ତ୍ରୋପଚାରରେ କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କଠାରେ ହୋଇଛି । ସୂଚନା
Read More...

ଖଲ୍ଲିକୋଟ ବ୍ଲକର ୭ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ୭ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି । ଖଲ୍ଲିକୋଟ ଅଞ୍ଚଳର ସାମାଜିକ କର୍ମୀ ବାସୁଦେବ ରାଉତ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି । ଅଭିଯୋଗରେ କୁହାଯାଇଛି, ଯେ, ବିଇଡି
Read More...

ସୁନ୍ଦରପୁରଠାରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସୁନ୍ଦରେଶ୍ୱର ମନ୍ଦିର ପଡିଆଠାରେ ଭୁବନେଶ୍ୱର ସ୍ଥିତ ସ୍ପର୍ଷ ହସ୍‌ପିଟାଲ ଓ ସୁନ୍ଦରପୁରଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ରବିବାର ଅନୁଷ୍ଠିତ
Read More...

ଆଇଆଇଏସ୍‌ଇଆର୍‌ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆଇଏସ୍‌ଇଆର କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ଗଞ୍ଜାମ ଜିଲ୍ଲା ସୀମାନ୍ତ ଗୋଳନ୍ଥରା ଥାନା ପୋଲିସ ଚୋରି ଅଭିଯୋଗରେ ଗିରଫ କରିଥିଲା । ସେମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହୁନ୍ତୁଲୁ ଗ୍ରାମର ଆର. ଦୁର୍ଯ୍ୟୋଧନ ରେଡ୍ଡୀ ଏବଂ
Read More...

ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସେମିନାର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଏକ ସେମିନାର ସ୍ୱାଧିନତା ସଂଗ୍ରାମରେ ଓଡିଶାର ଅବଦାନ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଷୟରେ ଅନୁଷ୍ଠିତ ହୋଇଯାଇଛି ।
Read More...