om academy

ନଗର ଚିକିତ୍ସାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ନଗର ଚିକିତ୍ସାଳୟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଟୁନା ଜେନା, ବିଜୟ ପାତ୍ର, ପୂର୍ବତନ ସମ୍ପାଦକ ଜି. ନରସିଂହ ରାଓ, ମମତା ନାୟକ, ଆଦିତ୍ୟ ପାଢ଼ୀ ପ୍ରମୁଖ ସମେତ ସମସ୍ତ ସ୍ଥାୟୀ ଅସ୍ଥାୟୀ କର୍ମଚାରୀ ଓ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.