Browsing Tag

bramhapur news

ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନ ପ୍ରଣେତା ବାବାସାହେବ ଡ଼. ଭୀମ ରାଓ ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ମଙ୍ଗଳବାର ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ପ୍ରଭାତଫେରି ସାରି ଲାଞ୍ଜିପଲ୍ଲୀ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି
Read More...

ମାନସିକତା ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଏସଆରଡ଼ି, ବ୍ରହ୍ମପୁର ଠାରେ ଅନୁଷ୍ଠିତ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଆୟୋଜନ କାର୍ଯ୍ୟକ୍ରମ ଉପରେ ଏକ ବିଶଦ ଆଲୋଚନା ରେଲୱେ ଇନ୍ସଟିଚ୍ୟୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ
Read More...

ଛତ୍ରପୁର ପୋଲିସ ପଡ଼ିଆଠାରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡିଆ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ
Read More...

ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ । ଏ ନେଇ ବିଏମସି ପକ୍ଷରୁ ଗତ ୧୦ ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ ସହରର ୧୬୮ଟି
Read More...

ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଚାଷୀକୁଳ ଅଧିକ ଲାଭବାନ ହୋଇପାରିବେ – ଜିଲ୍ଲାପାଳ

• ହିଞ୍ଜିଳିକାଟୁ ବ୍ଲକ କୃଷି ଉଦ୍ୟୋଗର ବିକାଶ ଦିଗରେ ବୈଷୟିକ ଦଳଙ୍କ ବୈଠକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୃଷି ଉଦ୍ୟୋଗ ଗୁଡିକର ବିକାଶ ହୋଇପାରିଲେ କୃଷିର ଉନ୍ନତି ହେବା ସହିତ ଅଣ-୯ ଧାନଚାଷ ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇପାରିଲେ, ଚାଷୀକୁଳ ଅଧିକ
Read More...

ସଂଯୋଗ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣା ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂଯୋଗ ସ୍ୱେଚ୍ଛାସେବୀ ସଂଗଠନ ଚାକୁଣ୍ଡାପଲୀ ଓ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ବ୍ରହ୍ମପୁରର ମିଳିତ ଅନୁକୂଲ୍ୟରେ ସୋମବାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଗଝୋଳ ଠାରେ ସକାଳ ୯.୦୦ ଘଣ୍ଟା ଠାରୁ ଦିବା ୧.୦୦ ପର୍ଯ୍ୟନ୍ତ ଏକ ଦିନିକିଆ
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ – ୨୦୨୨କୁ ଅଧିକ ଆକର୍ଷିତ କରାଯିବ : ଜିଲ୍ଲାପାଳ

ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶିତ ହେବସ୍ମରଣୀକା 'ଶାମୁକା' ଉନ୍ମୋଚନ ହେବ । ଦୈନିକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡିସେମ୍ବର ୨୪ ତାରିଖ
Read More...

ରାଜ୍ୟସ୍ତରୀୟ ସୁପର ସ୍ଵିମିଂ ଚାମ୍ପିୟନସିପରେ ଛତ୍ରପୁର କ୍ଲବ ପକ୍ଷରୁ ପ୍ରତିଯୋଗୀ ଜି.ତୁଷାରଙ୍କ ପ୍ରଥମ ସ୍ଥାନ ଅଧିକାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ୩୫୦ ଖେଳାଳି ଭାଗ ନେଇଥିଲେ । ପ୍ରତ୍ୟେକ ଜିଲ୍ଲାରୁ ବଛା ବଛା ପ୍ରତିଯୋଗୀଙ୍କୁ ଚୟନ କରି ଏହି ପ୍ରତିଯୋଗିତାରେ
Read More...

ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ ପ୍ରକାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା-ସାହିତ୍ୟର ଗବେଷକ, ସମାଲୋଚକ ତଥା ଅତିବଢ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ବରିଷ୍ଠ ସାହିତ୍ୟିକ ତଥା
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ-୨୦୨୨ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ଜିଲ୍ଲା ସଦର ମହକୁମା ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ସମାହିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ସିଆରସିସି, ବିଆରସିସି, ସମସ୍ତ ବିଇଓ, ଜିଲ୍ଲାର ସମସ୍ତ
Read More...