ଗଞ୍ଜାମ ଟାଏକୋଣ୍ଡୋ ସଂଗଠନର ଖେଳାଳିମାନଙ୍କ କୃତିତ୍ୱକୁ ସମ୍ମାନ ଜଣାଇଲେ ଜିଲ୍ଲାପାଳ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଶ୍ରୀ ବିଶୁଦ୍ଧାନନ୍ଦ ସରସ୍ୱତୀ ବିଦ୍ୟାଳୟ କୋଲକୋତା ଠାରେ ଗତ ଡିସେମ୍ବର ମାସ ୨୭ରୁ ୨୯ ତାରିଖ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଅନେକ ଖେଳାଳି ଭାଗ ନେଇଥିଲେ । ତନ୍ମଧ୍ୟରୁ ଗଞ୍ଜାମ!-->…
Read More...
Read More...