Browsing Tag

bramhapur news

୮୮ତମ ଉତ୍କଳ ଦିବସ ପାଳନ ଓ ନୂତନ ଶିକ୍ଷାବର୍ଷରକୁ ସ୍ୱାଗତ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ନୂତନ ଶିକ୍ଷାବର୍ଷ ୨୦୨୩-୨୪କୁ ସ୍ୱାଗତ କରାଯାଇ ଶିଶୁ ଓ ଅଭିଭାବକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
Read More...

୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ମହାସମାରୋହରେ ବିଧିବଦ୍ଧ ଭାବେ ପାଳିତ ହୋଇଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରଠାରେ ଶନିବାର ପୂର୍ବାହ୍ଣରେ ସୁସଜିତ ଚିତାକର୍ଷକ ପୋଲିସ ପରେଡ଼
Read More...

ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୮୮ତମ ଉତ୍କଳ ଦିବସ ସମାରୋହ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ୱକୁ ଆକର୍ଷିତ କରିଆସିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ
Read More...

ନବୀନର ୨୫ତମ ବିଷୁବ ମିଳନ ରଜତ ଜୟନ୍ତୀ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପ୍ରସ୍ତୁତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ୨୫ତମ ବିଷୁବ ମିଳନ ରଜତ ଜୟନ୍ତୀ ଅବସରରେ ୫ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ପାଳିତ

ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଯୋଗଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାର ସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା
Read More...

ଅପ୍ରିଲ ୨୦ ତାରିଖରେ ମିଳିତ ବାମପନ୍ଥୀ ସମର୍ଥିତ ଦଳର ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା

ବିରୋଧୀ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଇଡ଼ି ମାମଲା ଜାରି କରି ଗିରଫ କରି ଜେଲ୍ ପଠାଇବା ପ୍ରଥାକୁ ଘୋର ନିନ୍ଦା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ବିରାଟ ବିଫଳତା ଏବଂ ପ୍ରତିବନ୍ଧକ ଦେଖା ଦେଇଛି ବୋଲି ବାମପନ୍ଥୀ ଦଳ ଅଭିଯୋଗ
Read More...

ସରସ୍ୱତୀ ବେଶରେ ମା’ ତାରାତାରିଣୀ

ମିଶନ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ମା’ଙ୍କ ଦର୍ଶନ ଲାଭକରି ଖୁସିବ୍ୟକ୍ତ କରିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଘରର ଇଷ୍ଟଦେବୀ ଭାବେ ମା' ତାରାତାରିଣୀ ପୂଜା ପାଇଥାନ୍ତି । ତେବେ ଦେବୀ ଭଗବତୀ ମା’ ତାରାତାରିଣୀଙ୍କ
Read More...

ଛତ୍ରପୁରଠାରେ ରାଜଯୋଗିନୀ ଦାଦି ଜାନକୀଙ୍କର ତୃତୀୟ ସ୍ମୃତି ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ସେବାକେନ୍ଦ୍ର ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ସଂସ୍ଥାନର ପୂର୍ବତ୍ତନ ମୁଖ୍ୟ ପ୍ରଶାସିକା ତଥା ଅନ୍ତରାଷ୍ଟ୍ରୀୟ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ଆଦରଣୀୟ ରାଜଯୋଗିନୀ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା କାର୍ଯ୍ୟାକ୍ରମରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକାର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

‘ଧ୍ୱନି’ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଛତ୍ରପୁର ଟିମ୍ ଦ୍ୱାରା ଆୟୋଜିତ ‘ଦି- ଡାର୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ଓଡିଶୀ ରିସର୍ଚ୍ଚ ଫାଉଣ୍ଡେସନ ସଭା ଗୃହରେ ଫିକି ଓମେନ ଏମ୍-ପାୱାର, ଜି-୨୦, ଟାଟା ମାଇନିଂ ଏବଂ ଆଇନା ପକ୍ଷରୁ ଆୟୋଜିତ ଦିବ୍ୟାଙ୍ଗ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଫ୍ଲୋ-ଧ୍ଵନିରେ ଛତ୍ରପୁରର
Read More...