ଆଜିଠୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା, ବାପ ଘରେ ଦର୍ଶନ ଓ ପୂଜାର୍ଚ୍ଚନା…
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡ) : ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ି ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ରାତିରୁ ଆରମ୍ଭ ହେବ । ମା'ଙ୍କ ଆଗମନ ପାଇଁ ବାପା ଘର କୁହାଯାଉଥିବା ଦେଶୀବେହେରା ସାହିରେ ସମସ୍ତ ପ୍ରସ୍ତୁତି ସରିଛି । ଠାକୁରାଣୀଙ୍କୁ ବାପ ଘରେ ଦର୍ଶନ ଓ!-->…
Read More...
Read More...