Browsing Tag

bramhapur news

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ଉପରେ ପ୍ରତିପାଦନ କରି ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ…
Read More...

ଆମ ଆଦମୀ ପାର୍ଟି ପକ୍ଷରୁ ଛତ୍ରପୁର ରଥଯାତ୍ରାରେ ସ୍ୱାଦିଷ୍ଟ ପଣା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରିକ ରୀତିନୀତିରେ ଛତ୍ରପୁରରେ ନିଆରା ଭାବେ ପ୍ରଚଳିତ ହୋଇ ଆସିଥିବା ରଥଯାତ୍ରା ଅବସରରେ ପ୍ରତିବର୍ଷ ପ୍ରବଳ ଜନସମାଗମ ହୋଇଥାଏ । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ହେତୁ ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଲୋକମାନଙ୍କୁ ଥଣ୍ଡା ସରବତ…
Read More...

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରଥଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲ ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ (ଆଇ.ଆର୍‌.ଇ.ଏଲ୍.) ଇଣ୍ଡିଆ ଲିଃ. କଲୋନୀରେ ଥିବା ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଓ ପାର୍ଶ୍ଵଦେବାଦେବୀଙ୍କ ମନ୍ଦିର ଥାଇ ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ବେଶ ପ୍ରସିଦ୍ଧତା ଲାଭ…
Read More...

ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମୃତ୍ୟୁ : ଦୁର୍ଘଟଣା ନା ଷଡ଼ଯନ୍ତ୍ର ହତ୍ୟା, ସନ୍ଦେହରେ ପରିବାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କେ.ନୂଆ ଥାନା ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏହା ଏକ ସନ୍ଦେହଜନକ ମୃତ୍ୟ ବୋଲି ସାଧାରଣରେ…
Read More...

ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ପତିତ ପାବନ ସଂଘର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ସମିତି ସଭାପତି…
Read More...

ବ୍ରହ୍ମାକୁମାରୀ ସଂସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ସକାଳେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ, ପ୍ରାଣାୟମ, ଓଁକାର ଧ୍ୱନି ମାଧ୍ୟମରେ ଯୋଗ ଶିକ୍ଷକ ରାମକୃଷ୍ଣ ମହାପାତ୍ରଙ୍କ…
Read More...

ଧାନ ବିକ୍ରି କରିଥିବା ଲୋକଙ୍କ ଅର୍ଥ ପ୍ରାପ୍ୟରେ ଅହେତୁକ ବିଳମ୍ବ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧାନ ବିକ୍ରି କରିଥିବା ଲୋକଙ୍କୁ ତାଙ୍କ ଟଙ୍କା ଠିକ ଭାବେ ମିଳୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ସ୍ଥାନୀୟ ପ୍ରାଥମିକ ସେବା ସମବାୟ ସମିତିକୁ ଯାଇ ଏବଂ ଜିଲ୍ଲା ଯୋଗାଣ ବିଭାଗକୁ ଯାଇ ହିତାଧିକାରୀମାନେ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି…
Read More...

ଛତ୍ରପୁର ରାଜାଘର ଜଗନ୍ନାଥ ମନ୍ଦିର ପକ୍ଷରୁ “ପତିତପାବନ”ର ଦ୍ଵାଦଶତମ ସଂକଳନ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ପ୍ରକାଶିତ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା "ପତିତପାବନ"ର ଦ୍ଵାଦଶତମ ସଂକଳନ ଆନୁଷ୍ଠାନିକ ଭାବେ ମନ୍ଦିରବେଢ଼ା ନାଟ୍ୟମଣ୍ଡପରେ ଉନ୍ମୋଚିତ ହୋଇଛି । ପବିତ୍ର ରଥଯାତ୍ରା ଅବସରରେ ପ୍ରକାଶିତ…
Read More...

ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ପର୍ବ ଅବସରରେ ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇ ପ୍ରତିବର୍ଷ ଭଳି ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ସଦୃଶ ଏଠାରେ ସମ୍ପନ୍ନ ହୋଇଛି । ସକାଳ ୯ଘଣ୍ଟା ବେଳେ ଶ୍ରୀ ଜୀଉଙ୍କ ପହଣ୍ଡି…
Read More...

ଗଜପତିଙ୍କ ବେଶସାଜି ଛେରାପହଁରା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ (ହିଞ୍ଜିଳି) ଅନ୍ତର୍ଗତ ଶେରଗଡ଼ ବ୍ଲକ୍ ଅଲାରିଗଡ଼ ଗ୍ରାମରେ ମଧ୍ୟ ରହିଛି, ଜଗନ୍ନାଥ ସଂସ୍କୃତିର ପ୍ରଚଳନ । ଏଠାରେ ଅବସ୍ଥାପିତ ବୃହତ୍ତମ ଜଗନ୍ନାଥ ମନ୍ଦିରରେ ମଧ୍ୟ ରହିଛି, ରଥଯାତ୍ରାର ପରମ୍ପରା ଏବଂ…
Read More...