ସାହାରା ଇଣ୍ଡିଆ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରଶାସନଠାରେ ଦାବୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥ ଜମାକାରୀ ସଂସ୍ଥା "ସାହାରା ଇଣ୍ଡିଆ" କମ୍ପାନୀ ହଡ଼ପ କରିଥିବା ଜମାକାରୀଙ୍କ ଅଥବା ଲୋକଙ୍କ କୋଟି କୋଟି ଟଙ୍କା ଫେରସ୍ତ କରିବାକୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ମାସର ପ୍ରଥମ ସୋମବାର ଦିନ!-->…
Read More...
Read More...