ଛତ୍ରପୁରରେ ଅବସ୍ଥାପିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବମାନନା : ସାଧାରଣରେ ଉଦ୍ବେଗ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ଅପର ବସଷ୍ଟାଣ୍ଡ ନିକଟରେ ଥିବା ରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବମାନନା କରାଯାଇଛି । ଆଞ୍ଚଳିକ ପ୍ରଶାସନର ଚରମ ଅବହେଳା ଘେନି ଏହି ଅଞ୍ଚଳରେ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ!-->…
Read More...
Read More...