ବ୍ରହ୍ମାକୁମାରୀ ସଂସ୍ଥାନର ସପ୍ତାହ ବ୍ୟାପୀ ରକ୍ଷାବନ୍ଧନ ଉଦ୍ଯାପିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି!-->…
Read More...
Read More...