ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବ୍ୟାଙ୍କମିତ୍ର ମହାସଙ୍ଘ ପକ୍ଷରୁ ବିକ୍ଷୋଭ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ନିୟୋଜିତ ବ୍ୟାଙ୍କମିତ୍ର ଅବା ସିଏସ୍ପିଙ୍କୁ ସିଏସ୍ପି+ ମାନ୍ୟତା ଦିଆଯିବା, ଅଧିକା ପାରିଶ୍ରମିକ ଦିଆଯିବା ଆଦି ଦାବୀ ନେଇ ପଞ୍ଜିକୃତ ପ୍ରାୟ ୩୫୦ଜଣ ସିଏସ୍ପିଙ୍କ ମିଳିତ ରାଲି ଶୋଭାଯାତ୍ରା ବାହାରିଥିଲା । ଶନିବାର!-->…
Read More...
Read More...