Browsing Tag

bramhapur news

ମାଛ ଧରିବାକୁ ଯାଉଥିବା ବେଳେ ଅଘଟଣ : ଡଙ୍ଗା ଓଲଟି ୧ ମୃତ

ବ୍ରହ୍ମପୁର : ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଓଲଟିଲା ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବର୍ତ୍ତି ଯାଇଛନ୍ତି । ମୃତକ ବି.ବୈରାଗୀ(୬୩) ବୋଲି ଜଣାପଡିଛି ।
Read More...

୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ରାସାୟନିକ ସାର ବିନା କୃଷିକର୍ମ ଉପରେ ଗୁରୁତ୍ତ୍ୱାରୋପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗୋଳନ୍ଥରାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ରେ
Read More...

ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡ଼ା ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ରାଜ୍ୟର ଏକମାତ୍ର ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡ଼ା ସାମାରୋହ ଯୁବ-ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସୌଜନ୍ୟରେ ଦୁଇ ଦିନିଆ ଖେଳକୂଦ ସାମାରୋହ ଉଦ୍‌ଯାପିତ ହୋଇଯାଇଛି ।
Read More...

ବଲାଙ୍ଗିରରେ ସରପଞ୍ଚଙ୍କୁ ମାଡ଼ ମାରିବା ଘଟଣା : ସରପଞ୍ଚ ସଂଗଠନ ରାଜ୍ୟ ଶାଖାର ନିନ୍ଦା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଉନ୍ନୟନ କାମ ନିମ୍ନମାନର ଅଭିଯୋଗ କରିବା ପରେ
Read More...

ଅଯୋଧ୍ୟା ରାମ ମନ୍ଦିରରରୁ ଆସିଥିବା ନିମନ୍ତ୍ରଣ ଓ ଅକ୍ଷତ ପୂର୍ଣ୍ଣ କଳସକୁ ଛତ୍ରପୁର ସହରରେ ସ୍ୱାଗତ ପୂର୍ବକ ଭବ୍ୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ରୂପେ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ପ୍ରତିଷ୍ଠାତ୍ସୋବ ପାଳନ ହେବାକୁ ଯାଉଛି । ଏହି ଅବସରରେ ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଏବଂ ଅକ୍ଷତ ପୂର୍ଣ୍ଣ କଳସକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବୁଧବାର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶ୍ରୀମନ୍ଦିରରୁ ମହାପ୍ରସାଦ ଭେଟି ସହ ନିମନ୍ତ୍ରଣ ଆସିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ନବବର୍ଷ ୨୦୨୪ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠାତ୍ସୋବ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥି
Read More...

ଛତ୍ରପୁର ବାପ୍ ଟିଷ୍ଟ ଚର୍ଚ୍ଚରେ ବଡ଼ଦିନ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଅପର ବସଷ୍ଟାଣ୍ଡ ନିକଟସ୍ଥ ଚର୍ଚ୍ଚ ରୋଡ଼ରେ ଅବସ୍ଥାପିତ ୧୮୩୮ ମସିହାରେ ସ୍ଥାପିତ ୟୁନିୟନ ବାପ୍ ଟିଷ୍ଟ ଚର୍ଚ୍ଚରେ ମହାଆଡ଼ମ୍ବରରେ ଖ୍ରୀଷ୍ଟମାସ୍ ପର୍ବ ବା' ବଡ଼ଦିନ ପର୍ବ ପାଳିତ ହୋଇଯାଇଛି । ଛତ୍ରପୁରର ବିଭିନ୍ନ ଚର୍ଚ୍ଚରେ ଏହି ଉତ୍ସବ
Read More...

ଛତ୍ରପୁରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍‌ ରୁମ୍‌ ପରିସରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର : ବ୍ରହ୍ମପୁରରେ ବୋମାମାଡ଼ । ଅନନ୍ତନଗର ସପ୍ତମ ଲାଇନ୍‌ରେ ରହୁଥିବା ଜଣେ ଯୁବକଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । ଏହି ବୋମାମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅନନ୍ତନଗର ସପ୍ତମ ଲାଇନ୍‌ରେ ଜଣେ ଯୁବକ
Read More...

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମୋତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ଗୋପୀନାଥ ମନ୍ଦିର ବଡ଼ଦାଣ୍ଡ ଉପରେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମୋତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ସୋମବାର ପାଳିତ ହୋଇଯାଇଛି । ବିଭିନ୍ନ ମାଙ୍ଗଳିକ
Read More...