Browsing Tag

boudh news

ବୌଦ୍ଧ କଂଗ୍ରେସ ପକ୍ଷରୁ ହରତାଳ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର କଣ୍ଟାମାଲ, ହରଭଙ୍ଗା, ବୌଦ୍ଧ ସଦରଠାରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । କଣ୍ଟାମାଲ ଠାରେ ରାଜ୍ୟ ଓବିସି ସେଲ ଉପାଧ୍ୟକ୍ଷ କେଶବ ଚନ୍ଦ୍ର…
Read More...

ସାହିତ୍ୟ ଘର କଣ୍ଟାମାଲ ଓ ବଉଲ ନାଟ ଏଣ୍ଡ କଲଚରାଲ୍‌ ଏସୋସିଏସନ ପକ୍ଷରୁ ବୃକ୍ଷ ରୋପଣ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ସାହିତ୍ୟ ଘର ଓ ବଉଲ ନାଟ ଏଣ୍ଡ କଲଚରାଲ୍‌ ଏସୋସିଏସନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସମ୍ବାଦ ସହିତ୍ୟି ଘର କଣ୍ଟାମାଲର ସଭାପତି ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ…
Read More...

ରାସ୍ତାରେ ଆଣ୍ଠୁଏ କାଦୁଅ : ଯାତାୟତ ଅନୁପଯୁକ୍ତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ବରଗାଁ ପଞ୍ଚାୟତର ଅନେକ ଗାଁ ଗଣ୍ଡା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ବିଶେଷ କରି ନିଜ ପଞ୍ଚାୟତ ଭିତରେ ଜଙ୍ଗଲ ବିଭାଗ ରାସ୍ତାରେ ଗମନାଗମନ କରିଥାନ୍ତି । ଗ୍ରାମପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ…
Read More...

ବୌଦ୍ଧ ଜିଲ୍ଲାରେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ କଜୁଗେଟ୍ ଟୀକା

ବୌଦ୍ଧ, (ବଂଶୀଧର ମାଝୀ) : ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍ କଜୁଗେଟ୍ ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ…
Read More...

ଅଜଣା ଗାଡି ଧକ୍କାରେ କଲରା ପତାରିଆ ବାଘର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ନୟାଗଡ ଜିଲ୍ଲା ସୀମାନ୍ତରେ ଥିବା ଜଙ୍ଗଲ ମଧ୍ୟରୁ ଏକ କଲରା ପତରିଆ ବାଘ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମତେ ରାତ୍ରୀ ପ୍ରାୟ ୧୧ଟା ସମୟରେ ବାଘଟି ରାସ୍ତା…
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା କଲା ବୌଦ୍ଧ ପ୍ରେସ କ୍ଲବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ଏକ ପ୍ରତିନିଧି ମଣ୍ତଳୀ ଆଜି ଶୁଣ୍ଢିପଦର ଗ୍ରାମକୁ ଯାଇ ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସ୍ୱର୍ଗତ ବସ୍ତିଆଙ୍କ ୨ ଝିଅଙ୍କ ପାଠପଢା ପାଇଁ ଧ୍ୟାନ…
Read More...

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବା ସହ ସହାୟତା…
Read More...

ବୌଦ୍ଧ କଂଗ୍ରେସରେ ଖୁସିର ଲହରୀ : କେଶବଚନ୍ଦ୍ର ଖେତି ହେଲେ ରାଜ୍ୟ ଓବିସି ସେଲ ଉପସଭାପତି

ବୌଦ୍ଧ, (ମମତା ମହାକୁର) : ପ୍ରଦେଶ କଂଗ୍ରେସ କମିଟିର ବହୁ ଗୁରୁତ୍ୱପୂର୍ଣ୍ଣ ଓବିସି ସେଲର ଉପସଭାପତି ଭାବେ ବୌଦ୍ଧ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବୌଦ୍ଧ ଓବିସି ସେଲର ଅଧ୍ୟକ୍ଷ କେଶବଚନ୍ଦ୍ର ଖେତିଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତି ମିଳିଥିବାରୁ ବୌଦ୍ଧ ଜିଲ୍ଲା ତଥା କଣ୍ଟାମାଲ…
Read More...

ଗୁଣି ଗାରେଡ଼ି ଅନ୍ଧ ବିଶ୍ୱାସ : କଣ୍ଟାମାଳ ବ୍ଲକରେ କରୋନା କଟକଣାକୁ ଅଣଦେଖା

ବୌଦ୍ଧ, (କେପିଏନଏସ) : ଆଜିର ବିଜ୍ଞାନ ଯୁଗରେ ଏବେ ବି ରହିଛି ଅନ୍ଧ ବିଶ୍ୱାସ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ଗୁଣିଆ ଉପରେ ଭରସା କରୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଶ୍ରୀମାଲ ଗ୍ରାମ ନିକଟରେ ଥିବା ଉରଧର ପୀଠରେ । ଏଠାରେ ପୂଜା ନାଁରେ…
Read More...

ରାସ୍ତା ନିର୍ମାଣ ପାଇଁ ସହକାରୀ ବନ ସଂରକ୍ଷକଙ୍କ ସମେତ ୪ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବୌଦ୍ଧ, (ମମତା ମହାକୁର) : ରାସ୍ତା ନିର୍ମାଣ ପାଇଁ ବୌଦ୍ଧ ବନବିଭାଗର ସହକାରୀ ବନ ସଂରକ୍ଷକ(ଏସିଏଫ)ଙ୍କୁ ଅଟକ ରଖିଲେ ଗ୍ରାମବାସୀ ।ମିଳିଥିବା ସୂଚନା ମତେ ଶନିବାର ଛୁଟିଦିନ ଥିବା ବେଳେ ବୌଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ଲାଖ ପର୍ବତଠାରେ ବନବିଭାଗର ବଡବାବୁ ମାନଙ୍କର ଭୋଜିଭାତର ଆୟୋଜନ…
Read More...