Browsing Tag

boudh news

ଓଜେୟୁ ବୌଦ୍ଧ ଜିଲ୍ଲା ଶାଖାର ନୂତନ କର୍ମକତ୍ତା ଚୟନ : ସଭାପତି ପୂର୍ଣ୍ଣଚନ୍ଦ୍ର, ସଂପାଦକ ଭାଗବତ

ବୌଦ୍ଧ, (ବଂଶୀଧର ମାଝୀ) : ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ବୌଦ୍ଧ ଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଇସ୍ତଫା ପରେ ସାଂଗଠନିକ କର୍ମକତ୍ତା ପୁନଃ ଚୟନ କରାଯାଇଛି । ସୁକାନ୍ତ ପଟ୍ଟନାୟକଙ୍କ
Read More...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣରେ ଶିକ୍ଷକ ସଂଘର ଦୃଢ଼ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଁଲାସାରି ଗ୍ରାମର ଶିକ୍ଷକ ଉକାଲୁ ସା ବଲାଙ୍ଗିରରୁ ନିଜ ଗାଁକୁ ଫେରୁଥିବା ବେଳେ କେତେ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ଲୁହା ଛଡ଼ରେ ତାଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କାପଇସା ଲୁଟି ନେଇ ତାଙ୍କର ହାତ, ଗୋଡ଼
Read More...

ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟକୁ ବିଜେପି ପକ୍ଷରୁ ଘେରାଓ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବିଜେପି ପକ୍ଷରୁ ଆଜି ମନମୁଣ୍ଡା ବିଦ୍ୟୁତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଘେରାଓ କରାଯାଇଛି । ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ-ଭଲଟେଜ ସମସ୍ୟାକୁ ବିରୋଧ କରି ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟକୁ ବିଜେପି
Read More...

ବିଜେପିକୁ ଶକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ଜିଲ୍ଲା ସଭାପତି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଜେପିକୁ ମଜବୁତ କରିବା ପାଇଁ ସାତ ଗୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି ।
Read More...

କଣ୍ଟାମାଳରେ କାର୍ ସମେତ ୭୭ କେଜି ଗଞ୍ଜେଇ ଜବତ : ୨ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପଡୋସୀ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ବେଳେ ପୋଲିସ ପାଇଁ ଚାଲାଣକାରୀଙ୍କୁ ଧରିବା ଚ୍ୟାଲେଜିଂ ହୋଇପଡିଛି । ତେବେ ଆଜି କଣ୍ଟାମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଆଜି ପୋଟ୍ରୋଲିଂ
Read More...

ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ : ୨ଯବାନ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁଳି ବିନିମୟରେ ୨ଜଣ ଏସଓଜି କମାଣ୍ଡୋ ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଦୁଇ ଜଣ ଯବାନଙ୍କୁ ହେଲିକେପ୍ଟର ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର
Read More...

ବ୍ରହ୍ମଣୀ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ବୌଦ୍ଧ, (ମମତା ମହାକୁର) : ସ୍ୱଚ୍ଛତା ହିଁ ଜୀବନ ଏ ମର୍ମକୁ ବୁଝି ବ୍ରହ୍ମଣୀ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ ଏକ ସଫେଇ ଅଭିଯାନ ସାମନ୍ତ ପ୍ରଧାନଙ୍କ ଆବହକତ୍ୱରେ ଏସୋସିଏସନ ସଭାପତି ଅର୍ଜୁନ ପ୍ରଧାନଙ୍କ ନେତ୍ତୃତ୍ୱ ନେଇଥିବା ବେଳେ ସଂପାଦକ ନେପାଳ ପଲିଆ, କାର୍ଯ୍ୟକାରିଣୀ ସଦସ୍ୟ
Read More...

ବୌଦ୍ଧ କଂଗ୍ରେସର ହରତାଳ : ଜିଲ୍ଲାର ଶହଶହ ପୁରୁଖା କଂଗ୍ରେସ ହେଲେ ଏକାଠି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ନବକୁମାର ମିଶ୍ରଙ୍କ ନେତ୍ତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନାରାଣ ପରିଜା, ସୁଧୀର କର୍ଣ୍ଣ, କେଶବ କ୍ଷେତୀ, ଯୁବନେତା ସରୋଜ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଯୋଗଦେଇ ଆଜି ଦିବା୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲ୍ଲା ସଦର
Read More...

ବୌଦ୍ଧ ବିଜେପିର କଣ୍ଟାମାଲ ବ୍ଲକ ଘେରାଓ

ବୌଦ୍ଧ, (ମମତା ମହାକୁର) : ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନିୟମିତତା ଓ ବୌଦ୍ଧ ଜିଲ୍ଲାକୁ ଘର ନମିଳିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତ୍ତୃତ୍ୱ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସିଂହାର, ବିଜେପି
Read More...

ବୌଦ୍ଧ କଂଗ୍ରେସ ପକ୍ଷରୁ ହରତାଳ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର କଣ୍ଟାମାଲ, ହରଭଙ୍ଗା, ବୌଦ୍ଧ ସଦରଠାରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । କଣ୍ଟାମାଲ ଠାରେ ରାଜ୍ୟ ଓବିସି ସେଲ ଉପାଧ୍ୟକ୍ଷ କେଶବ ଚନ୍ଦ୍ର
Read More...