ସୁନାମଧନ୍ୟ ଚାଷୀଙ୍କ ପରଲୋକ
ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦମାମୁଁଣ୍ଡା ଗାଁର ଗଉନ୍ତିଆ ତଥା ଏ ଅଞ୍ଚଳର ସୁନାମଧନ୍ୟ ଚାଷୀ କମ୍ଭୁପାଣି ପ୍ରଧାନଙ୍କ ବୁଧବାର ଭୋର ୬.୨୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ପୂର୍ବତନ କଣ୍ଟାମାଲ ବ୍ଲକ ଅଧକ୍ଷ!-->…
Read More...
Read More...