Browsing Tag

boudh news

ଡାଲାଅଟୋ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଦିବା ୧୧ଟା ବେଳେ ସୁବର୍ଣ୍ଣପୁର-ବଲାଙ୍ଗଏର ରାସ୍ତା ଜୟ ଯବାନ ପେଟ୍ରୋଲ ପମ୍ପ ନିକଟ ବାଇଗନଜୁରୀ ମୁହାଁଣୀ ରାସ୍ତାରେ ଏକ ଲୁହା ଛଡ ବୋଝେଇ ଡାଲା ଅଟୋ ଓଲଟି ଯିବାରୁ ଗାଡି ପଛ ପଟେ ବସିଥିବା ଜଣେ ଯୁବକ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ
Read More...

ବଉଲ ନାଟ ଏଣ୍ଡ କାଲ୍‌ଚରାଲ୍‌ ଆସୋସିଏସନ୍‌ ବ୍ରାହ୍ମଣୀ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ. ଅନ୍ତର୍ଗତ ବ୍ରାହ୍ମଣୀ ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସୋସିଏସନ ପକ୍ଷରୁ ପ୍ରଥମ କରି ୭୫ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ
Read More...

ସ୍ୱାଧୀନତା ଦିବସ ଅବସରରେ କଣ୍ଟାମାଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ

ବୌଦ୍ଧ, (ମମତା ମହାକୁର) : ଆଜି କଣ୍ଟାମାଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ସାହିତ୍ୟ ଘରର ସଭାପତି ନାଟ୍ୟକାର ହରିହର ପ୍ରଧାନଙ୍କ ପ୍ରୋତ୍ସାହନରେ ବ୍ରହ୍ମଣୀ ନାଟ ଏଣ୍ଡ କଲଚରାଲ ଏସୋସିଏସନ୍‌ର
Read More...

ଜିଲ୍ଲା ବାଜା ମାଲିକ ସଂଘର ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଡାକ ବଙ୍ଗଳା ଠାରେ ଜିଲ୍ଲା ବାଜା ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଯାଇଛି । ଦୀର୍ଘ ଦୁଇବର୍ଷ ହେଲା କୋରୋନା କଟକଣା ହେତୁ ବ୍ୟାଣ୍ଡ ପାର୍ଟି,ଦୁଲ୍‌ଦୁଲି, ଡିଜେ ଇତ୍ୟାଦି ସବୁ ପ୍ରକାରର ବାଜା ବନ୍ଦ ରହିଛି । ବୌଦ୍ଧ
Read More...

ଦେହଜୀବୀ ଅଟକ : ଗ୍ରାହକ କୋର୍ଟ ଚାଲାଣ, ୩ ଫେରାର

କଣ୍ଟାମାଳ, (ବଂଶୀଧର ମାଝୀ) : ଗତକାଲି ବିଳମ୍ବିତ ରାତ୍ରିରେ କଣ୍ଟାମାଳ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ରୁଣ୍ଡିମହୁଲ ଛକ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ପଡ଼ିଆରେ ଆପତ୍ତି ଜନକ ଅବସ୍ଥାରେ ଜଣେ ମହିଳା ଓ ଆଉ ଜଣେ ପୁରୁଷଙ୍କୁ ପୁଲିସ କାବୁ କରିଛି । ପୁଲିସ ଗାଡି ଦେଖି ଆଉ ୩
Read More...

ଟେଲିବନ୍ଧ ଓ ବନ୍ଧା ପଥର ଅଞ୍ଚଳରେ ଅବକାରୀ ଚଢାଉ ୩୦ ଲିଟର ରନ୍ଧା ମଦ ଜବତ ସହ ୩ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଅବକାରୀ ପୋଲିସ ଦ୍ୱାରା ଚଢାଉ କରାଯାଇ ବେଆଇନ ରନ୍ଧା ମଦ କାରକାର କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ୩୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଥାନା ତେଲିବନ୍ଧ ନିକଟସ୍ଥ ଆନନ୍ଦପୁର ଛକରୁ ବେଣୁ ମିର୍ଦ୍ଧା ନିକଟରୁ
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ କଲେ ଆଦିବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ଖେଳ ପଡିଆରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ତତ୍ତ୍‌ତ୍ତ୍ୱାବଧାନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନେ ପାରମ୍ପାରିକ ପୋଷାକ ଏବଂ ବାଦ୍ୟସହ ଆଦିବାସୀ
Read More...

କଣ୍ଟାମାଲ ବିଜୁଛାତ୍ର ଜନତା ଦଳର ସାଂଗଠନିକ ବୈଠକରେ ‘ଦ ଟଲମ୍ୟାନ’ ଉନ୍ମୋଚିତ

ବୌଦ୍ଧ, (ମମତା ମହାକୁର) : ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ଡାକବଙ୍ଗଳାଠାରେ ବିଜୁଛାତ୍ର ଜନତା ଦଳ କଣ୍ଟାମାଲର ସଭାପତି ଉଦିତ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂଗଠନିକ ବୈଠକରେରେ ମୁଖ୍ୟଅତିଥି ଭାବେ ବିଜୁଛାତ୍ର ଜନତା ଦଳ ବୌଦ୍ଧର ପର୍ଯ୍ୟବେକ୍ଷକ
Read More...

ଦଶପଲ୍ଲା ରଙ୍ଗମାଟିଆ ଠାରେ ମୁହାଁମୁହିଁ କାର ଧକ୍କାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜ୍ୟୋତିରଞ୍ଜନ ନାଏକ…

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଖୋର୍ଦ୍ଧା ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ରଙ୍ଗମାଟିଆ ଠାରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜୌତିରଂଜନ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା
Read More...

ସୁନାମଧନ୍ୟ ଚାଷୀଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦମାମୁଁଣ୍ଡା ଗାଁର ଗଉନ୍ତିଆ ତଥା ଏ ଅଞ୍ଚଳର ସୁନାମଧନ୍ୟ ଚାଷୀ କମ୍ଭୁପାଣି ପ୍ରଧାନଙ୍କ ବୁଧବାର ଭୋର ୬.୨୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ପୂର୍ବତନ କଣ୍ଟାମାଲ ବ୍ଲକ ଅଧକ୍ଷ
Read More...