csstore

ବଉଲ ନାଟ ଏଣ୍ଡ କାଲ୍‌ଚରାଲ୍‌ ଆସୋସିଏସନ୍‌ ବ୍ରାହ୍ମଣୀ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ. ଅନ୍ତର୍ଗତ ବ୍ରାହ୍ମଣୀ ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସୋସିଏସନ ପକ୍ଷରୁ ପ୍ରଥମ କରି ୭୫ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି ଅର୍ଜୁନ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ବାମନ ଚରଣ ମହାନ୍ତି, ରଂଜୁ ଅମାତ ମହୋତ୍ସବ କମିଟିର ସଭାପତି ସୁକାନ୍ତ ପ୍ରଧାନ ସଦସ୍ୟ, ଆରତ କ୍ଷେତୀ, ଦୁର୍ଯ୍ୟୋଧନ ପ୍ରଧାନ, ଉପେନ୍ଦ୍ର କର୍ଣ୍ଣ, ଚର୍ତୁଭୁଜ ପ୍ରଧାନ, ଲଲବାବୁ ପଲିଆ, ମଣ୍ଟୁ ପ୍ରଧାନ ଅଞ୍ଜଳି ପାଢ଼ୀ ପ୍ରମୁଖ ଯୋଗଦେଇ ପତାକା ଉତ୍ତୋଳନ କରି ଦେଶମାତୃକାର କଥା ମୁଖ୍ୟଅତିଥି କହିଥିଲେ ।

jayashree
Leave A Reply

Your email address will not be published.