Browsing Tag

bhubaneswar news

ରାଜ୍ୟରେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୮ରେ ଆରମ୍ଭ ହେବ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସାରା ରାଜ୍ୟରେ ୨୫୦ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୮ରେ ଆରମ୍ଭ ହେବ ବୋଲି ଓଏଭିଏସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ…
Read More...

ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦ୍ବିଦିବସୀୟ ବାର୍ଷିକ ବୈଠକ ଅବସରରେ ବାଲିଅନ୍ତା ପ୍ରେସ କ୍ଲବ ପକ୍ଷରୁ ସ୍ବାଗତ…

ଭୁବନେଶ୍ୱର, (କେପିଏନ୍ଏସ୍) : ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦ୍ବିଦିବସୀୟ ବାର୍ଷିକ ବୈଠକ ଅବସରରେ ବାଲିଅନ୍ତା ପ୍ରେସ କ୍ଲବ ପକ୍ଷରୁ ସମସ୍ତ ଜିଲ୍ଲାର ସଭାପତି ତଥା କର୍ମକର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ…
Read More...

ରାଜ୍ୟରେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର : ସ୍ଥାୟୀ ନିଯୁକ୍ତି ଦାବୀକର ଗତ ୨୦୨୦ ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ପୋଲିସ ଉଠାଇନେଇଛି । ଶନିବାର ପୋଲିସ ସେମାନଙ୍କୁ ଲୋୟର ପିଏମଜି ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୋଲିସ ଏବଂ…
Read More...

ଟିକେଟ ରିଫଣ୍ଡ ଟଙ୍କା ପାଇଁ ଦିଅନ୍ତୁନି ଏହି ତଥ୍ୟ : ରେଳ ବିଭାଗ କଲା ସତର୍କ

ଭୁବନେଶ୍ୱର : ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ ଓ ସାବଧାନ କରି ଦିଆଯାଇଛି । ରେଳ ଟିକେଟର ରିଫଣ୍ଡ ପାଉଣା ଫେରସ୍ତ ପାଇଁ କେତେକ ଠକ ଡେବିଟ ଓ କ୍ରେଡ଼ିଟ କାର୍ଡର ତଥ୍ୟ ମାଗୁଥିବା ଅଭିଯୋଗ ଆସିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ କରି ଦିଆଯାଇଛି । ରେଳ ବିଭାଗ ପକ୍ଷରୁ…
Read More...

ବୈଦିକ ଯଜ୍ଞ ଦ୍ୱାରା ଓଡିଶାରେ ଚେତନାର ଉତ୍ତରଣ ସମ୍ଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱରେ ଦେଖା ଦେଇଥିବା ପ୍ରକୃତିର କୋପ ଓ ଏହାର ପରିମାଣ ବ୍ୟକ୍ତି ଓ ସମାଜ ଜୀବନରେ ଆଶତୀତ ପ୍ରଭାବ ପକାଇଛି । ଏହାର ମୁଖ୍ୟ କାରଣ ହେଉଛି ପଞ୍ଚମହାଭୂତରେ ଅସନ୍ତୁଳନ । ଏଣୁ ଆନ୍ତର୍ଜାତିକ ସତ୍ୟଚେତନା ଆଧ୍ୟାତ୍ମିକ ଅନୁଷ୍ଠାନ ଆନୁକୁଲ୍ୟରେ ଏହାର ପ୍ରତିକାର…
Read More...

ଚାଷୀ ପ୍ରସଙ୍ଗକୁ ନେଇ ଶ୍ରୀମୟୀ ଟାର୍ଗେଟ୍‌ କଲେ ବିଜେପିକୁ : କହିଲେ, ବିଜେପି ଓକିଲାତି କରୁଛି ଦଲାଲଙ୍କ ପାଇଁ

ଭୁବନେଶ୍ୱର : ଧାନକିଣାରେ ବ୍ୟାପକ ଅନିୟମିତତା ତଥା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିଛି । ଏହାକୁ ନେଇ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବା ପରେ କ୍ଷମତାସୀନ ବିଜେଡି ଏବେ ରାଜ୍ୟ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛି । ବିଜେଡି…
Read More...

ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’ର ରିଲିଜ

ଭୁବନେଶ୍ୱର : ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ 'ବେଓ୍ୱଜା ଇସ୍କ'ର କିଲିଜ ହୋଇଛି । ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ । ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି । ଗତ ୨୦୨୦ରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ…
Read More...

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୟ ନାୟକଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍…
Read More...