Browsing Tag

bhubaneswar news

ଓଡିଆ ବୋହୂ ହେଲେ ମିସେସ୍‌ ଇଣ୍ଡିଆ

ଭୁବନେଶ୍ୱର : ପୁଣି ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ୍‌ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ନବଦୀପ । ବିବାହ ପରେ ବି…
Read More...

ଏକ୍ସଲେନସି ରକ୍ତ ଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମାଷ୍ଟର କାଣ୍ଟିନ ସ୍ଥିତ ହୋଟେଲ ଏକ୍ସଲେନସିରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋଟେଲର ପରିଚାଳନା ନିର୍ଦେଶକ ପ୍ରଦୀପ ସେନାପତି, ସାଧାରଣ ପରିଚାଳକ ଆଶିଷ ମିଶ୍ର ପ୍ରମୁଖ ୩୦ ଜଣ ରକ୍ତ ଦାନ…
Read More...

ବିପୁଳ ପରିମାଣର ଗୋ ମାଂସ ଜବତ

ଭୁବନେଶ୍ୱର : ବିପୁଳ ପରିମାଣର ଗୋ ମାଂସ ଜବତ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲିପାଟଣା ଥାନା ସାହେବନଗର ଗାଁରେ ଗୋ ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ଗାଡିରେ ରଖାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା…
Read More...

ବିଜେଡ଼ି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଆଜି ସକାଳ ୮ଟା ୧୫ ମିନିଟରେ ଭୁବନେଶ୍ୱର ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ବିଜେଡିର ସଞ୍ଜୟ ଦାସ ବର୍ମା, ଦୁର୍ଗା ସାମନ୍ତରାୟ,…
Read More...

ରାଜ୍ୟରେ ଆଜି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୯୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ…
Read More...

ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ଭୁବନେଶ୍ୱର, (ପି.ଆଇ.ବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍‌ ଇରାନୀ ମଧ୍ୟ ଅଂଶଗ୍ରହଣ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌ଙ୍କ ବଡ ଘୋଷଣା : ମହିଳା ଓ ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଶାଖା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟଚାରକୁ ରୋକିବା ପାଇଁ ରାଜ୍ୟ ପୁଲିସର ଏକ ସ୍ୱତନ୍ତ୍ର ଶାଖା ଖୋଲିବାକୁ ଘୋଷଣା କରିଛନ୍ତି । ତେବେ ଏଥିରେ ପୁଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫରେନ୍ସିକ୍ ଓ ଆଇଟି ବିଶେଷଜ୍ଞ ପାଇଁ ୨ଟି…
Read More...

ସାଲିଆ ସାହିରୁ ୫୦୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଆଜି ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମଦ ପୋଚ ମଧ୍ୟ ଜବତ…
Read More...

ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଲଳିତ ନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗରିବ ଖଟିଖିଆ‌ଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକ‌ଙ୍କ ବିୟୋଗରେ ଗତ‌କାଲି ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ କଳାକାରଙ୍କଠୁ ଆରମ୍ଭ କରି ରାଜନେତା, ମନ୍ତ୍ରୀ, ସମାଜସେବୀ ଏବଂ ସମାଜର…
Read More...