ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୬୪୭ : ଖୋର୍ଦ୍ଧାରେ ସର୍ବାଧିକ ୧୧୮୯, ବଲାଙ୍ଗିରରେ ୨୩୪
ଭୁବନେଶ୍ୱର, (କେପିଏନ୍ଏସ୍) : ତିନି ଦିନ ଧରି ରାଜ୍ୟରେ ୬ ହଜାର ଉପରକୁ ରହିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମିବାର ନାଁ ନେଉନାହିଁ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୫୫ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୨୭୯୨ ଜଣ!-->…
Read More...
Read More...