Browsing Tag

bhubaneswar news

ଆସନ୍ତା ୨୮ ତାରିଖରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ୨୮ ତାରିଖରେ ଓପିଏସ୍‌ସି ପରୀକ୍ଷା ଅନଷ୍ଠିତ ହେବ । ତେବେ ଗତ ୨୫ ତାରିଖରେ ଏହି ପରୀକ୍ଷା ହେବା ପାଇଁ ପୂର୍ବରୁ ଧାର୍ୟ୍ୟ ହୋଇଥିଲା । ଏଥିରେ ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି ।…
Read More...

ବିଭିନ୍ନ ଜିଲ୍ଲାରେ କୋଭିଡ଼ ସ୍ଥିତି ସଂଭାଳିବାକୁ ଓଏଏସ ଅଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କେତେକ ଜିଲ୍ଲାରେ କୋଭିଡ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ସ୍ଥିତି ସମ୍ଭାଳିବା ପାଇଁ ରାଜ୍ୟ ସରକାର କିଛି ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ନୂଆପଡ଼ା ଜିଲ୍ଲା ପାଇଁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଡ. ଚିତ୍ରସେନ…
Read More...

ରାଜ୍ୟର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତୃତୀୟ ପର୍ୟ୍ୟାୟ ଟୀକାକରଣ ଅଭିଯାନରେ ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପରିପ୍ରେକ୍ଷୀରେ କୋଭିଡ୍ ଟୀକାର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ୩୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା କ୍ରୟ କରିବା…
Read More...

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ କଡାକଡି ସପ୍ତାହନ୍ତ ସଟ୍-ଡାଉନ୍

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲାରେ କରୋନା ଦ୍ଵିତୀୟ ଲହରୀ ଆସିବା ବେଳକୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ପୁଣି ବଢ଼ି ଚାଲିଛି । ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ସହରରେ ସପ୍ତାହନ୍ତ ସଟ୍-ଡାଉନ୍ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ପ୍ରତ୍ୟେକ ଶନିବାର ସକାଳ ଠାରୁ…
Read More...

କଡାକଡି ଭାବେ ରାୟଗଡା ଜିଲ୍ଲାରେ ସପ୍ତାହନ୍ତ ସଟ ଡାଉନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢୁ ଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦେଶ ଏବଂ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ସାରା ରାୟଗଡା ଜିଲ୍ଲାରେ ଜରୁରୀ ସେବାକୁ ବାଦ ଦେଇ ସମସ୍ତ ଦୋକାନ, ଗାଡି ଚଲାଚଳ ଏବଂ ସରକାରୀ ତଥା…
Read More...

ତା‌ଙ୍କ ନାଁରେ ଫେକ୍‌‌ ଆକାଉ‌ଣ୍ଟ ଖୋଲି ଗୁଜବ୍‌ ପ୍ରଚାର କରୁଛି ଦୁର୍ବୃତ୍ତ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଟ୍ୱିଟର…

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ନାଁ ଓ ଫଟୋ ସହ ଫେକ୍‌‌ ଟ୍ୱିଟର ଆକାଉ‌ଣ୍ଟ ଖୋଲି ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଲେଖି ଗୁଜବ ପ୍ରଚାର କରିଛି । ତେବେ ଏହାକୁ ମନ୍ତ୍ରୀ ସମୀର ଦାଶ ନିଜ ନକଲି ଟ୍ୱିଟର ଆକାଉଣ୍ଟରେ ଟୁଇଟ…
Read More...

ଆଜି ରାଜ୍ୟରେ କରେନାରେ ୭ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୧୬କରେନା ଆକ୍ରା‌ନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ରାୟଗଡାରୁ ୨ଜଣ ଗଞ୍ଜାମ, କଳାହାଣ୍ଡି,…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କମିବାର ନାଁ ନେଉନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୭୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…
Read More...

ବି‌ଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ

ଭୁବନେ‌ଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଅଜିତଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ଘଟିବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ବି‌ଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲି କଂଗ୍ରେସ…
Read More...

ରାଜ୍ୟରେ ଆଜି ୮ ଜଣ‌ଙ୍କ ଜୀବନ ନେଲା କରୋନା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବିସ୍ଫୋରଣ ମୁହାଁ ଏବେ କରୋନା ସଂକ୍ରମଣ । ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ରାଜ୍ୟରେ ଆଜି ୮ ଜଣ‌ଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ…
Read More...