Browsing Tag

bargarh news

ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ): ବରଗଡ଼ ବ୍ଲକ ଉପକଣ୍ଠ ବରଡୋଲ ଗ୍ରାମ ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ୧୯୯୮ ମସିହା ଜୁଲାଇ ମାସରେ ଗଢି ଉଠିଥିବା ବେଳେ ଚଳିତ ବର୍ଷ ତାର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନକୁ ନେଇ ଗ୍ରାମବାସୀ ତଥା ପୂର୍ବତନ ଛାତ୍ରଛାତ୍ରୀମାନଙ୍କ
Read More...

ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପ୍ରସ୍ତୁତି ଚାଲିଥିବା ବେଳେ ପାଠପଢିବା ପାଇଁ ଶ୍ରେଣୀ କୋଠରୀ ନଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ଅଧିନସ୍ଥ କେର୍ମଲି ଗ୍ରାମରେ ୧୯୨୩ ମସିହାରେ ପ୍ରତିଷ୍ଠିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ତାର ଶହେ ବର୍ଷ ପୂର୍ତ୍ତ ଉତ୍ସବ ପାଳନ ପାଇଁ ପୁରାତନ ଛାତ୍ର ସଂଘ, ଗ୍ରାମ୍ୟ କମିଟି, ସ୍କୁଲ ପରିଚାଳନା କମିଟି ବ୍ୟାପକ
Read More...

ଉନ୍ନୟନ କାର୍ଯ୍ୟରେ ବ୍ୟାପକ ପିସି କାରବାର ଓ ଅନିୟମିତତା ପ୍ରତିବାଦରେ ବିଜେପିର ପାଇକମାଲ ବ୍ଲକ ଘେରାଉ ଡାକରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଉନ୍ନୟନମୂଳକ କାର୍ଯ୍ୟରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ବ୍ୟାପକ ପିସି କାରବାର ଯୋଗୁଁ ନିମ୍ନମାନର ହେଉଥିବା, ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କୁ ୬ ମାସରୁ ଉର୍ଦ୍ଧ୍ବ ହେବ ମନରେଗା ଯୋଜନାର
Read More...

୧୦୧ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଠାରେ ରହିଥିବା ବାବା ଶ୍ୟାମ ମନ୍ଦିର ଯାହା ରାଜସ୍ଥାନର ଖାଟୁ ଠାରେ ଅବସ୍ଥିତ ଖାଟୁ ନରେଶଙ୍କ ପରେ ପରେ ଭାରତରେ ସର୍ବ ବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା ଅଟେ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା
Read More...

ସଂକଳ୍ପ ପରିବାର ତରଫରୁ ମାଗଣା ରକ୍ତ ବର୍ଗ ଚିହ୍ନଟ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ସ୍ଥିତ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନାଲ ଝୁପିଡ଼ିପଡ଼ା, ଡାଙ୍ଗରେ ସଂକଳ୍ପ ପରିବାର ଓ ରାଜ ପୋଲିକ୍ଲିନିକ, ବରଗଡ଼ର ମିଳିତ ଉଦ୍ୟମରେ ସ୍କୁଲରେ ପାଠ ପଢୁଥିବା ୩୫ଜଣ ଛାତ୍ର ଛାତ୍ରୀ ମାନଙ୍କର ମାଗଣାରେ ରକ୍ତ
Read More...

ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସତଲମା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍‌ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ବ୍ଲକ ବିଜ୍ଞାନ ସଂସଦର ସଭାପତି ତଥା ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା ସଭାପତିତ୍ୱ କରିଛନ୍ତି । ବରଗଡ଼ ଜିଲ୍ଲାର ଅତିରିକ୍ତ
Read More...

ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣ ମୃତ, ୧ ଗୁରୁତର

ବରଗଡ଼ : ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚାଂଚଲ୍ୟ ସୃଷ୍ଟି କରିଛି । ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ବେଳେ ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ବରଗଡ଼
Read More...

ଧାନ ମଣ୍ତି ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ଥିବା ବେହେରା ମାର୍କେଟକୁ ଯାଇ ସେଠାରେ ପୂଜାର୍ଚନା କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଅଂଚଳର ଚାଷୀମାନଙ୍କ ସହିତ ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ,
Read More...

ବିବାଦ ଘେରରେ ରହିଛି ନୃସିଂହନାଥ ମନ୍ଦିର ଭଣ୍ଡାର ଘର ଭାଙ୍ଗିବା ପ୍ରସଙ୍ଗ

ବରଗଡ, (ନିରୋଜ କୁମାର ପାଣୀ) : ଫାଇଭ୍‌-ଟି ଜରିଆରେ ଓଡିଶାର ବହୁ ପୁରାତନ ମନ୍ଦିର, ମଠଗୁଡିକ ପୁନଃ ନିର୍ମାଣ ଓ ବିକାଶର କାର୍ଯ୍ୟ ସାରା ରାଜ୍ୟରେ ଚାଲିଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଫାଇଭ୍‌-ଟି ଅଧିନରେ ଓଡିଶା ସରକାର ୪୦ କୋଟି ଟଙ୍କା ବ୍ୟୟ ଅଟକଳ
Read More...

ପଶ୍ଚିମ ଓଡ଼ିଶା ବାର୍ତ୍ତାର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବରଗଡ, (ନିରୋଜ କୁମାର ପାଣୀ) : ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ । ଆମର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଆଧ୍ୟାତ୍ମିକ ଜୀବନଧାରାରେ ଏହାର ପ୍ରମୁଖ ପ୍ରଭାବ ରହିଛି । ଦେଶ ବିଦେଶରେ ଘଟୁଥିବା ଘଟଣା ସକଳକୁ ଏହା ପରିଚିତ କରେ
Read More...