ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁରର ନବବିଂଶ ବାର୍ଷିକୋତ୍ସବ – ୨୦୨୪ ପାଳିତ
ବରଗଡ, (ନିରୋଜ କୁମାର ପାଣୀ) : କୃଷ୍ଣପକ୍ଷ ସପ୍ତମୀ ତିଥି ରବିବାର ଦିନ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁରର ନବବିଂଶ ବାର୍ଷିକୋତ୍ସବ - ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ସଭାପତି ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ୱରେ!-->…
Read More...
Read More...