Browsing Tag

bargarh news

କଠିନ ବର୍ଜ୍ୟବସ୍ତୁ ପରିଚାଳନରେ ବରଗଡ଼ ପୌର ପରିଷଦ ବିଫଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ମଇଳା ଆବର୍ଜନାର ପାହାଡ଼ ତାହା ପୁଣି ୪୦ ଫୁଟ ଉଚ୍ଚ ! ଦେଖିଲେ ବିଶ୍ୱାସ ହେବନି, କିନ୍ତୁ ସତ । ବରଗଡ ପୋୖର ପରିଷଦ ଅଧୀନରେ ଥିବା ଡମ୍ପିଙ୍ଗୟାଡ଼ ଏବେ ସବୁ ସୀମା ଟପି ସମ୍ପୂର୍ଣ୍ଣ ଆବର୍ଜନାମୟ ହୋଇ ସାରିଛି । ରବିବାର ଏହି କୁତ୍ରିମ ଆବର୍ଜନା ପାହାଡରେ ନିଆଁ
Read More...

ନିଷ୍ଠା ପରିବାର ଦ୍ୱାରା ପୁଣି ଅଲୋଡା ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମା’ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ ମାଷ୍ଟର ଟିକ୍ରାର ଜଣେ ଭାଇ ନିଷ୍ଠା ପରିବାରକୁ ଫୋନ ଯୋଗେ ଜଣାଇଲେ, ଜଣେ ୬୫ ବର୍ଷର ବୃଦ୍ଧା ତାଙ୍କ ପଡାର ରୋଡ ସାଇଟରେ ଦୀର୍ଘ ପାଞ୍ଚ ଦିନ ଧରି ଅଛନ୍ତି । ନିଷ୍ଠା ପହଞ୍ଚିଥିଲା ଘଟଣାସ୍ଥଳକୁ । ବୁଝାବୁଝି କଲା ପରେ ଜଣାପଡ଼ିଥିଲା ଯେ ମାଉସୀଙ୍କ ନାଁ
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋମବାର ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା
Read More...

ଭାରତ ବନ୍ଦରେ ସାମିଲ୍‌ ହେବ ଜିଲ୍ଲା କଂଗ୍ରେସ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଭଳି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦକୁ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମର୍ଥନ
Read More...

ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ୬ ଦଫା ଦାବୀରେ ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଲଫ ଫାଇନାନ୍ସ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ୟ୍ୟନ୍ତ
Read More...

ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ଦେହା‌ନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ଜଣେ ଧର୍ମ ପରାୟଣ ମହିଳା ଥିଲେ ସେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସମସ୍‌ସ୍ତଙ୍‌ଙ୍କ ପ୍ରିୟ ଭାଜନ
Read More...

ସାଂସଦଙ୍କ ଗୋପାଳ ଗୋଶାଳା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ପବିତ୍ର ଗୋକୁଳାଷ୍ଟମୀ ଅବସରରେ ବରଗଡ଼ ସହର ସ୍ଥିତ ଗୋପାଳ ଗୋଶାଳା ପରିଦର୍ଶନ କରି ଗୋମାତାଙ୍କୁ ଦାନା ଖୁଆଇ ଥିଲେ । ପରେ ଗୋଶାଳାରେ ପକ୍ଷରୁ ଆୟୋଜିତ ହେଉଥିବା ଗୋକୁଳାଷ୍ଟମୀ ଉତ୍ସବରେ ଯୋଗଦାନ କରିଥିଲେ । ଏଠାରେ
Read More...

ଓଡ଼ିଶା କ୍ରିକେଟ ଆସୋସିଏସନର ବୈଷୟିକ କମିଟିର ବରଗଡ଼ ଜିଲ୍ଲା ଗସ୍ତ : ବୁଲି ଦେଖିଲେ ଚାରୋଟି ପଡିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଓଡିଶା କ୍ରିକେଟ ଆସୋସିଏସନ୍‌ର ବୈଷୟିକ କମିଟି ବରଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କ୍ରିକେଟର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ ଏବଂ ଏଠାକାର ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିବା ସହ ଚାରୋଟି ପଡିଆ ବୁଲି ଦେଖିଥିଲେ । ଗତକାଲି ଏହି କମିଟି
Read More...

ଆସନ୍ତା ୨୬ ତାରିଖ ବରଗଡ଼ ବନ୍ଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୬ ତାରିଖ ଦିନ ବରଗଡ଼ ଜିଲ୍ଲା ସମ୍ପୁର୍ଣ୍ଣ ବନ୍ଦ କରିବାକୁ ବରଗଡ଼ ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସୂଚୀତ କରାଯାଇଛି । ଆଜି ସମିତିର ଏକ ବୈଠକ ସମିତିର ଯୁଗ୍ମ ଆବାହକ ବ୍ରହ୍ମାନନ୍ଦ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ
Read More...

ବରଗଡ଼-ଭେଡେନ ବିଜୁ ଏକ୍ସପ୍ରେସ ୱେ କାମ ଶେଷ ହେବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରୁ ଭେଡେନ ବିଜୁ ଏକ୍ସପ୍ରେସ ୱେର ରାସ୍ତା କାମ ଦୀର୍ଘ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ! ବିଶେଷ କରି ବରଗଡ଼ ଘରୋଇ ବସଷ୍ଟାଣ୍ଡରୁ ଖଣ୍ଡ ହତା କେନାଲ ବ୍ରିଜ ପର୍ୟ୍ୟନ୍ତ ପ୍ରାୟ ୧୦ କିମି ରାସ୍ତାର ନିର୍ମାଣ କାର୍ୟ୍ୟ
Read More...